Take a fresh look at your lifestyle.

ବାବା ପ୍ରେମାନନ୍ଦ ଗିରି ଙ୍କ ୬୩ ତମ ଶ୍ରାଦ୍ଧଉତ୍ସବ ପାଳିତ

0 2

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ) ଠାରେ ପରମ ପୂଜ୍ୟ ବାବା ପ୍ରେମାନନ୍ଦ ଗିରିଙ୍କର ୬୩ ତମ ଶ୍ରାଦ୍ଧଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।

ବାବା ରାମାନନ୍ଦ ଭାରତୀ ଙ୍କ ଅଧ୍ୟକ୍ଷତା ଓ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ହରିହର ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ ଶ୍ରାଦେ୍ଧାସôବରେ ବହୁ ସାଧୁ ସନ୍ଥଯୋଗ ଦେଇଥିଲେ ।

ସଂଧ୍ୟାରେ ଭାଗବତ ଚର୍ଚ୍ଚା ଓ ନାମ ସଂକୀର୍ତନ କରା ଯଇଥିଲା । ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ । ପରିଚାଳନା କମିଟି ସଦସ୍ୟ ସଦାନନ୍ଦ ନାୟକ , ପର୍ଶୁରାମ ପୋଥାଳ , ଦିଲ୍ଲୀପ କୁମାର ଦାସ , ସୁରେନ୍ଦ୍ର କୁମାର ପୋଥାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.