Browsing Category
ରାଜ୍ୟ ଖବର
ଏକୁଲ ଗାଁ ପାଇଁ ବାଧକ ସାଜିଛି ପିଛୁଳି ନଦୀ :ଷ୍ଟ୍ରେଚରରେ ବୁହା ହେଇ ନଦୀ ପାର ହେଲେ ଜ୍ଵରରେ ପିଡିତା ମହିଳା
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ରେ ଅବସ୍ଥିତ ଅପହଞ୍ଚ ଭାବେ ପରିଚିତ କଙ୍କଡାହାଡ଼ ବ୍ଲକର ନଗଡା କୁହା ଯାଉଥିବା ଏକୁଲ ଗ୍ରାମ ।ଏକୁଲ ଉପରେ ନିର୍ଭର କରୁଛନ୍ତି ଅନ୍ୟ ତିନୋଟି ଗ୍ରାମ ସେକୁଲ,କୋଟ, ପୁଟିପାଳ ଗ୍ରାମର ୧୦୦ ପରିବାର ବସବାସ କରିଥାନ୍ତି ।ଏକୁଲ…
କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ ଲେକ ସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସହ ଆଲେଚନା
ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେଉ ବେଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଭୁବନେଶ୍ବର ପାନ୍ଥ ନିବାସ ଠାରେ ଅନୁଷ୍ଠିତ ବୈଠକରେ ଗୃହିତ 7…
ସ୍ତ୍ରୀର କଟାମୁଣ୍ଡ ଧରି ବାର କିଲୋମିଟର ଚାଲିଲା ସ୍ୱାମୀ
ଢେଙ୍କାନାଳ: ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ ଶରୀରକୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଓ ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା। ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ…
ସିଦ୍ଧ ବଳରାମ ଜୀଉଙ୍କ ନେତ୍ରୋତ୍ସବ ଓ ନବାଯୌବନ ଦର୍ଶନ
ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ନେତ୍ରୋତ୍ସବ ଓ ନବାଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି l ପ୍ରାତଃରୁ ଦ୍ଵାରପାଳ ପୂଜା ଓ ତାପରେ ମଙ୍ଗଳ ଆଳତି ଓ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପରେ ଚିତ୍ରକାର ଦ୍ଵାରା ନେତ୍ର ଦାନ କରାଯାଇଥିଲା l
ତାପରେ ଠାକୁରଙ୍କୁ…
ପଦଯାତ୍ରାରେ ଶ୍ରୀକ୍ଷେତ୍ର ଅଭିମୂଖେ ଭୁବନ ର ଜଗନ୍ନାଥ ପ୍ରେମୀ
ଭୁବନ: ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରାରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବା ଓ ରଥ ଟାଣି କୋଟି ପୂଣ୍ୟ ଅର୍ଜନ କରିବାକୁ ଭୁବନରୁ ଶତାଧିକ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ର ପୁରୀ ଅଭିମୂଖେ ପଦଯାତ୍ରାରେ ଯାଇଛନ୍ତି ।
ଓସ୍ତାତ ହୃଦାନନ୍ଦ…
ଖିଲାଫତେ ଅହମଦିୟାର ସଂକ୍ଷିପ୍ତ ପରିଚୟ
✍? ମୌଲବୀ ଶେଖ୍ ଇସହାକ୍
ଇସଲାମର ସଂସ୍ଥାପକ ପବିତ୍ର ଅବତାର ହଯରତ ମୁହମ୍ମଦ୍ ସ. ଅ. ସ. ମୁସଲମାନଙ୍କ ସମ୍ବନ୍ଧରେ ଈଶ୍ୱରଙ୍କ ନିକଟରୁ ଯେଉଁ ଭବିଷ୍ୟତବାଣୀମାନ ପ୍ରାପ୍ତ କରିଥିଲେ, ସେଥିମଧ୍ୟରୁ ଗୋଟିଏ ଏହା ଥିଲା ଯେ ଭବିଷ୍ୟତରେ ମୁସଲମାନ ମାନଙ୍କ ହୃଦୟରୁ ଧର୍ମବିଶ୍ଵାସ ଲୋପପାଇଯିବ।…
ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁ ରେସ
କୋଣାର୍କ: ବିଚ କନେକ୍ଟ (ସଂଯୋଗ:ସ୍ବର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ବାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ…
ମା’ ରାମଚଣ୍ଡୀଙ୍କ ପୀଠରେ ହାଣ୍ଡିଭଙ୍ଗା ଯାତ
ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ତଥା ଅଧିଷ୍ଠାତ୍ରୀ ଦେବୀ । ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ମାଦଳା ପାଞ୍ଜି, ସରାରଳା ମହାଭାରତ, ପ୍ରାଚୀ ମାହାତ୍ମ୍ୟ, ପୁରୁତ୍ତେମ ମାହାତ୍ମ୍ୟ, ତଥା ବିଭିନ୍ନ ଐତିହାସିକ…
ଆଇଆଇଏମ୍ସି ପକ୍ଷରୁ ଦୁଇଦିନିଆ କାର୍ଟୁନ୍ କର୍ମଶାଳା ୨୧ରୁ
ଢେଙ୍କାନାଳ: ଆସନ୍ତା ୨୧ ଓ ୨୨ ତାରିଖ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ପକ୍ଷରୁ ଦୁଇଦିନିଆ କାର୍ଟୁନ୍ କର୍ମଶାଳା ଅନୁଷ୍ଠିତ ହେଉଛି । ଏଥିରେ କାର୍ଟୁନ୍ ବା ବ୍ୟଙ୍ଗଚିତ୍ରର ବିଭିନ୍ନ ଦିଗ ଉପରେ ଶିକ୍ଷାଦାନ କରିବେ । ବିଶେଷକରି ବ୍ୟଙ୍ଗ ଚିତ୍ରର ପରିକଳ୍ପନା, ଏହାର…
ଦର୍ଶକଙ୍କୁ ବାନ୍ଧି ରଖିଲା ବର୍ଷାଭିଜା କବିତା ଆସର ସନ୍ଧ୍ୟା
ଢେଙ୍କାନାଳ: କେଉଁ କବିତାରେ ଦେଶ ପ୍ରେମ ତ କେଉଁ କବିତା କହୁଥିଲା ସ୍ୱାଧୀନତାର କଥା । ପୁଣି କେଉଁ କବିତାରେ ଜାତୀୟତାବୋଧର ପ୍ରତିଫଳନ ଉପସ୍ଥିତ ଦର୍ଶକଙ୍କୁ ନେଇ ଯାଉଥିଲା ଚେତନାର ଭିନ୍ନ ସ୍ତର ଆଡ଼କୁ । ଏମିତି ଏକ ଅବସର ଆଣିଦେଇଥିଲା କଥା ଓ କବିତା ଆସର ‘ଶବ୍ଦାଞ୍ଜଳି’ ।
ବିଶ୍ୱ କବି…