Take a fresh look at your lifestyle.

ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ

12ହଜାର 100 କୋଟି ଟଙ୍କାରେ କିଣିଲା ଟାଟା ଲଂଗରନ କମ୍ପାନୀ

0 59

Get real time updates directly on you device, subscribe now.

ଭୁବନେଶ୍ୱର (ଟଙ୍କଧର ଦାଶ) :ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର ପୁନ କାର୍ଯ୍ୟକ୍ଷମ ହେବ।  ବିଧିବଦ୍ଧ ଭାବେ ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ । 12ହଜାର 100 କୋଟି ଟଙ୍କାରେ କିଣିଲା ଟାଟା ଲଂଗରନ କମ୍ପାନୀ।
ଶ୍ରମିକଙ୍କ ବକେୟା ପାଉଣା ବାବଦକୁ 380 କୋଟି ଟଙ୍କା ପ୍ରଦାନ କରାଯାଇଛି। 10 ମିଲିଅନ ଟନ କୁ ବଢିବ ଉତ୍ପାଦନ କ୍ଷମତା। 8 ବର୍ଷରେ 80 ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ ରଖିଛି ଟାଟା । କଳିଙ୍ଗ ନଗର ରେ ଇସ୍ପାତ ଉତ୍ପାଦନ କ୍ଷମତା 30 ମିଲିଅନ ଟନ କୁ ବଢିବ ବୋଲି ଆକଳନ କରାଯାଇଛି ।
ଏହାକୁ ନଜରରେ ରଖି କଳିଙ୍ଗ ନଗରରେ 300 ଏକର ଜାଗାରେ ହେବ ଷ୍ଟିଲ ଡାଉନ ଷ୍ଟ୍ରମ ପାର୍କ ବୋଲି ଏକ ପ୍ରେସ ମିଟ ରେ ସୂଚନା ଦିଆଯାଇଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.