Take a fresh look at your lifestyle.

ଶ୍ୟାମସୁନ୍ଦର ସାହୁ ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ

0 59

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଶ୍ୟାମସୁନ୍ଦର ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତିା     ଶ୍ରୀ ସାହୁ ଏହା ପୂର୍ବରୁ ବଅଁରପାଳ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟକରି ଜଣେ ସଚ୍ଚୋଟ, ଦକ୍ଷ ଓ କର୍ମଠ ଅଫିସର ଭାବେସୁନାମ ଅର୍ଜନ କରିଥିଲେ ।

ଶ୍ରୀ ସାହୁ  ୧୯୯୦ ମସିହାରେ ଅନୁଗୁଳରେ ଚାକିରି ଜୀବନ ଆରମ୍ଭ କରିଥିଲୋ   ୨୦୧୫ ମସିହାରେ (ଓଆରଏସ) ପାଇଥିଲେ ଓ ପରେ ପଦୋନ୍ନତି ପାଇ (ଓଏଏସ) ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ବଅଁରପାଳତହସିଲରେ ଅତିରିକ୍ତତହସିଲଦାରଭାବେକାର୍ଯ୍ୟକରୁଥିଲେ ।

ପ୍ରଥମଥର ପାଇଁ ଜଣେ ଓଏଏସ ଅଫିସର ଏନଏସି ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଇଥିବାରୁ ଏନଏସିରେ ଚାଲିଥିବା ମାତ୍ରାଧିକ ଦୁର୍ନୀତି, ପ୍ରିୟାପ୍ରୀତିର ପରିସମାପ୍ତି ଘଟିବ ଓ ସାଧାରଣ ଜନତା ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ ଆଶାକରୁଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.