Take a fresh look at your lifestyle.

ଓଡାପଡା ନୂତନ ଗୋଷ୍ଠୀ କୃଷି ଅଧିକାରୀଙ୍କ ଯୋଗଦାନ

0 7

Get real time updates directly on you device, subscribe now.

ଓଡାପଡା : ଓଡାପଡା ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ଭାବେ ମୃତ୍ୟୁଞ୍ଜୟ ମହାରଣା ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ଓଡାପଡା କୃଷି କର୍ମଚାରୀ ସଙ୍ଘ ସଭାପତି ବିନୋଦିନୀ ସାହୁଙ୍କ ସଭାପତିତ୍ୱରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ଵକ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଅଛି l

ଏହି ଅବସରରେ ଶ୍ରୀ ମହାରଣା କୃଷି ଓ କୃଷକର ଉନ୍ନତି ପାଇଁ ମିଳିତ ଭାବେ କାଯ୍ୟ କରିବା ପାଇଁ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଥିଲେ l ଓଡାପଡା ସହକାରୀ କୃଷି ଅଧିକାରିଣୀ ଦୀପ୍ତି ଦିପାଲି , ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଢେଙ୍କାନାଳ ଶାଖା ସଭାପତି ଶିଶିର କୁମାର ସାହୁ , ଆତ୍ମା ଅଧକ୍ଷ୍ୟ ରମେଶ ପ୍ରସାଦ ସାହୁ , କୃଷି ବୈଷୟିକ ଦେବାଶିଷ ସାହୁ , କୃଷି କର୍ମଚାରୀ ଅର୍ଚ୍ଚନା ରାଉତ , ସଂଯୁକ୍ତା ସାହୁ , ଭାଗ୍ୟଶ୍ରୀ ଲିପ୍ସା ଜେନା , ଚିନ୍ମୟ ପଣ୍ଡା , ବିଭୂତି ଭୂଷଣ ବେହେରା , କୃଷକ ସାଥି ରୋହିତ କୁମାର ସାହୁ , ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରଶାନ୍ତ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରି ଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.