ମହିମା ମହାବିଦ୍ୟାଳୟରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ
ଢେଙ୍କାନାଳ : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଅଗଷ୍ଟ ୦୯ ଓ ୧୦ ଦୀର୍ଘ ଦୁଇ ଦିନ ଧରି ଜାତୀୟ ସେବା ଯୋଜନାଦ୍ଵାରା ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ଉପଲକ୍ଷେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭରପ୍ରାପ୍ତ…