ଗଁଦିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ
ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ ପଞ୍ଚାୟତ ସମିତି ଗୃହରେ ଦୀର୍ଘଦିନର ବ୍ୟବଧାନ ପରେ ଗଁଦିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ପଂଚାୟତ ସମିତି ଅଧକ୍ଷା ରୀନାରାଣୀ ଖଟୁଆ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର…