Take a fresh look at your lifestyle.
Monthly Archives

June 2023

ଘନ ଘନ ବିଦ୍ୟୁତ କାଟ୍ ପ୍ରତିବାଦ, ଟାଟା ପାୱାର ଡିଏମ୍‌ଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଢେଙ୍କାନାଳ : ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ୍ ଓ ଲୋ-ଭୋଲଟେଜର ତୀବ୍ର ପ୍ରତିବାଦ କରିଛି ବିଜେପି । ବିଦ୍ୟୁତ ସେବାକୁ ଠିକା ନେଇଥିବା ଟାଟା ପାୱାରର ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟକୁ ବିଜେପି କର୍ମୀ ଘେରିଛନ୍ତି । କାର୍ଯ୍ୟାଳୟରୁ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଜବରଦସ୍ତ…

ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନ ତରଫରୁ ବୈଠକ

ଢେଙ୍କାନାଳ : ଅଦ୍ୟ ପ୍ରଦୁ୍ୟମ୍ନ କୁମାର ଆହ୍ୱାନ କ୍ରମେ ଢେଙ୍କାନାଳସ୍ଥିତ ଟାଉନ୍ ହଲ୍ରେ ଏକ ଆମ୍ବେଦକର ସେବା ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ କମଳ ଲୋଚନ ପାତ୍ର ସଭାପତିତ୍ୱ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ର ପ୍ରତିନିଧିମାନେ ଉପସ୍ଥିତ ହୋଇ ସମାଜର ବଂଚିତ ପିଡୀତ…

ବଳରାମ ଭଜନ ସଂଧ୍ୟା ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ

ଢେଙ୍କାନାଳ : ଢେଙ୍କାନାଳ ଦେଉଳସାହିସ୍ଥିତ ଶ୍ରୀ ବଳରାମ ମନ୍ଦିର ପରିସରରେ "ବଳରାମ ଭଜନ ସଂଧ୍ୟା' ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସୁମଧୁର କଣ୍ଠର ଭଜନ ପରିବେଷଣ ସ୍ରୋତାମାନେ ଶ୍ରବଣ କରିଥିଲେ । କଣ୍ଠଶିଳ୍ପୀ…

କାର ଦୁର୍ଘଟଣା ୨ ମୃତ ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ରାସ୍ତାରେ ଭାରସ୍ୟାମ ହରାଇ ଗଛରେ ପିଟିଲା ଇଣ୍ଡିଗୋ କାର । ଘଟଣା ସ୍ଥଳରେ ୨ ଜଣ ଙ୍କର ମୃତ୍ୟୁ ହୋଇଛି । କାର ଭିତରେ ୫ ଜଣ ଯାଇଥିବା ବେଳେ ୨ ଜଣ ଙ୍କର ମୃତ୍ୟୁ ହୋଇ ଥିବା ବେଳେ ୩ ଜଣ ଗୁରୁତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ…

ଜିଲ୍ଲା ସକ୍ରିୟ ନାଗରିକ ପରିଷଦର ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଥିବା ଆବକ୍ଷ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜଗତର କଲ୍ୟାଣ ପାଇଁ ନିଜେ…

ଐତିହ୍ୟ ପଦଯାତ୍ରାର ତୃତୀୟ ଚରଣରେ ଏଥର ଢେଙ୍କାନାଳ ଜେଲ୍

ଢେଙ୍କାନାଳ : ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଛି । ଏଥର ପଦଯାତ୍ରୀ ମାନେ ଓଡିଶାର ଅନ୍ୟତମ ପ୍ରାଚୀନ କାରାଗାର ରୁପେ ପରିଚିତ ଢେଙ୍କାନାଳ ଜେଲ୍ ଭ୍ରମଣ କରିଥିଲେ । ସକାଳ ୭ଟାରେ ଐତିହ୍ୟ ପଦଯାତ୍ରୀ ମାନେ ଜେଲ୍ ସମ୍ମୁଖରେ ଉପସ୍ଥିତ ହେବା ପରେ,ଜେଲ୍…

ଜିଲ୍ଲା ସ୍ତରୀୟ “”ଗୁଣାତ୍ମକ ଶିକ୍ଷା” ଶୀର୍ଷକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଷ୍ଠା ସଂଘ ପରିସରରେ ""ଜିଲ୍ଲା ସ୍ତରୀୟ ଗୁଣାତ୍ମକ ଶିକ୍ଷା'' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଆଲୋଚନାରେ…

ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରାଘାତରେ ୩ ମୃତ ଓ ୪ ଆହତ

ଢେଙ୍କାନାଳ : ଢେଙ୍କାନାଳରେ ଅଚାନକ କାଳବୈଶାଖୀ ତାଣ୍ଡବ ରଚିଥିଲା । ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବାରୁ ଗଛ ଡାଳ ଭାଙ୍ଗିପଡି ବିଦୁ୍ୟତ୍ ତାର ଛିଡି ଯାଇଛି । ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ପବନରେ ଅନେକ…

ଗୁନେଇବିଲି ଉଚ୍ଚ ବିଦ୍ୟାଳୟ ରେ ରୋପ୍ୟ ଜୟନ୍ତୀ ସମାରୋହ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଗୁନେଇଁବିଲି ଉଚ୍ଚ ବିଦ୍ୟାଳୟ ର ୧୯୯୦ ବ୍ୟାଚ୍ ରୋପ୍ୟ ଜୟନ୍ତୀ ସମାରୋହ ଗତ ଶୁକ୍ରବାର ଗୁନେଇବିଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଇତି ଅବସରରେ ବିଦ୍ୟାଳୟ ର ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ସାମନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ୍ କମିଟି ରିପୋର୍ଟ

 କୋଣାର୍କ  : ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ କୋଣାର୍କ କଲେଜ ଅଧ୍ୟକ୍ଷକୋଣାର୍କ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀ ଶିଳାକୀର୍ତ୍ତି ପାତ୍ରଙ୍କ ଅର୍ଥ ହରିଲୁଟ…