Take a fresh look at your lifestyle.
Daily Archives

June 18, 2023

ଐତିହ୍ୟ ପଦଯାତ୍ରାର ତୃତୀୟ ଚରଣରେ ଏଥର ଢେଙ୍କାନାଳ ଜେଲ୍

ଢେଙ୍କାନାଳ : ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଛି । ଏଥର ପଦଯାତ୍ରୀ ମାନେ ଓଡିଶାର ଅନ୍ୟତମ ପ୍ରାଚୀନ କାରାଗାର ରୁପେ ପରିଚିତ ଢେଙ୍କାନାଳ ଜେଲ୍ ଭ୍ରମଣ କରିଥିଲେ । ସକାଳ ୭ଟାରେ ଐତିହ୍ୟ ପଦଯାତ୍ରୀ ମାନେ ଜେଲ୍ ସମ୍ମୁଖରେ ଉପସ୍ଥିତ ହେବା ପରେ,ଜେଲ୍…

ଜିଲ୍ଲା ସ୍ତରୀୟ “”ଗୁଣାତ୍ମକ ଶିକ୍ଷା” ଶୀର୍ଷକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଷ୍ଠା ସଂଘ ପରିସରରେ ""ଜିଲ୍ଲା ସ୍ତରୀୟ ଗୁଣାତ୍ମକ ଶିକ୍ଷା'' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଆଲୋଚନାରେ…

ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରାଘାତରେ ୩ ମୃତ ଓ ୪ ଆହତ

ଢେଙ୍କାନାଳ : ଢେଙ୍କାନାଳରେ ଅଚାନକ କାଳବୈଶାଖୀ ତାଣ୍ଡବ ରଚିଥିଲା । ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବାରୁ ଗଛ ଡାଳ ଭାଙ୍ଗିପଡି ବିଦୁ୍ୟତ୍ ତାର ଛିଡି ଯାଇଛି । ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ପବନରେ ଅନେକ…