Take a fresh look at your lifestyle.
Daily Archives

June 19, 2023

ଘନ ଘନ ବିଦ୍ୟୁତ କାଟ୍ ପ୍ରତିବାଦ, ଟାଟା ପାୱାର ଡିଏମ୍‌ଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଢେଙ୍କାନାଳ : ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ୍ ଓ ଲୋ-ଭୋଲଟେଜର ତୀବ୍ର ପ୍ରତିବାଦ କରିଛି ବିଜେପି । ବିଦ୍ୟୁତ ସେବାକୁ ଠିକା ନେଇଥିବା ଟାଟା ପାୱାରର ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟକୁ ବିଜେପି କର୍ମୀ ଘେରିଛନ୍ତି । କାର୍ଯ୍ୟାଳୟରୁ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଜବରଦସ୍ତ…

ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନ ତରଫରୁ ବୈଠକ

ଢେଙ୍କାନାଳ : ଅଦ୍ୟ ପ୍ରଦୁ୍ୟମ୍ନ କୁମାର ଆହ୍ୱାନ କ୍ରମେ ଢେଙ୍କାନାଳସ୍ଥିତ ଟାଉନ୍ ହଲ୍ରେ ଏକ ଆମ୍ବେଦକର ସେବା ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ କମଳ ଲୋଚନ ପାତ୍ର ସଭାପତିତ୍ୱ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ର ପ୍ରତିନିଧିମାନେ ଉପସ୍ଥିତ ହୋଇ ସମାଜର ବଂଚିତ ପିଡୀତ…

ବଳରାମ ଭଜନ ସଂଧ୍ୟା ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ

ଢେଙ୍କାନାଳ : ଢେଙ୍କାନାଳ ଦେଉଳସାହିସ୍ଥିତ ଶ୍ରୀ ବଳରାମ ମନ୍ଦିର ପରିସରରେ "ବଳରାମ ଭଜନ ସଂଧ୍ୟା' ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସୁମଧୁର କଣ୍ଠର ଭଜନ ପରିବେଷଣ ସ୍ରୋତାମାନେ ଶ୍ରବଣ କରିଥିଲେ । କଣ୍ଠଶିଳ୍ପୀ…

କାର ଦୁର୍ଘଟଣା ୨ ମୃତ ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ରାସ୍ତାରେ ଭାରସ୍ୟାମ ହରାଇ ଗଛରେ ପିଟିଲା ଇଣ୍ଡିଗୋ କାର । ଘଟଣା ସ୍ଥଳରେ ୨ ଜଣ ଙ୍କର ମୃତ୍ୟୁ ହୋଇଛି । କାର ଭିତରେ ୫ ଜଣ ଯାଇଥିବା ବେଳେ ୨ ଜଣ ଙ୍କର ମୃତ୍ୟୁ ହୋଇ ଥିବା ବେଳେ ୩ ଜଣ ଗୁରୁତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ…

ଜିଲ୍ଲା ସକ୍ରିୟ ନାଗରିକ ପରିଷଦର ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଥିବା ଆବକ୍ଷ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜଗତର କଲ୍ୟାଣ ପାଇଁ ନିଜେ…