Take a fresh look at your lifestyle.
Daily Archives

June 21, 2023

ରଥଯାତ୍ରା ପ୍ରବଚକଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଢେଙ୍କାନାଳ : ଦ୍ୱିଶତାଧିକ ବର୍ଷର ପ୍ରାଚୀନ ଢେଙ୍କାନାଳ ରଥଯାତ୍ରାରେ ରଥଗଡାସ୍ଥିତ ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ଚଳିତ ବର୍ଷର ପହଣ୍ଡି ବିଜେ ଧାରାବିବରଣୀ ଓ ଜଗନ୍ନାଥ ସଂସ୍କୃତି ପ୍ରବଚନ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଓ ଦେବୋତର ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।…

ଧିରପାଟଣା ରଥଯାତ୍ରାରେ ଯୁବରାଜଙ୍କ ଆଳତି

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଧିରପାଟଣା ଗ୍ରାମରେ ଚଳିତ ବର୍ଷ ରଥଯାତ୍ରାର ଦ୍ୱିତୀୟ ବାର୍ଷିକୀ ପାଳିତ ହୋଇଯାଇଛି । ଅପରାହ୍ନ ୫ଟା ରେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୋଟି ପହଣ୍ଡୀରେ ଅଣାଯାଇ ରଥାରୁଢ କରାଯାଇଥିଲା । ରଥ ଉପରେ ଘୋଷକ,…

ରେଡକ୍ରସ ପକ୍ଷରୁ ରଥଯାତ୍ରା ସେବା ଶିବିର

ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଗୋପବନ୍ଧୁ ଟାଉନ୍ ହଲ୍ ନିକଟରେ ସ୍କାଉଟ୍ ଓ ଗାଇଡ୍ସ, ଜୁନିୟର ରେଡକ୍ରସ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୟାର ଓ ଅହିଂସାର ମିଳିତ ସହଯୋଗରେ ରଥଯାତ୍ରା ସେବା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ…

ଗୋଟିଏ ରଥରେ ଗଲେ ତିନି ଠାକୁର

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଠାରେ ରଥଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ରଥରେ ବଡ ଠାକୁର ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଏକତ୍ର ଯାତ୍ରା କରିଛନ୍ତି । ବଣସିଂହର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ରୁ ତିନି…

ଭାପୁର ରଥଯାତ୍ରା ପ୍ରବଳ ଜନସମାଗମ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ଠାରେ ପାରମ୍ପରିକ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସନ୍ଧ୍ୟା ୬ ମିନିଟ୍ରେ ମାଉସୀ ମା ମନ୍ଦିରରେ ତିନିରଥ ପହଞ୍ଚିଲା । ଭାପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଦେଢ ଶହ ବର୍ଷର ପୁରୁଣା ପରମ୍ପରା ।…

ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ

ଢେଙ୍କାନାଳ : ଆଜି ପବିତ୍ର ରଥ ଯାତ୍ରା ଅବସରରେ ଢ଼େଙ୍କାନାଳ ବଳରାମ ମନ୍ଦିର ପ୍ରାଙ୍ଗଣ ଭକ୍ତ ମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ଉଠୁଥିଲା । ଏହିଭଳି ଭାବ ବୋଳା ସୁନ୍ଦର ପରିବେଶ ଭିତରେ "ଶ୍ରୀ ସାଇ ଭଜନ ସନ୍ଧ୍ୟା' ଅନୁଷ୍ଠାନ ର ସମସ୍ତ କଣ୍ଠଶିଳ୍ପୀ ମାନେ ସୁନ୍ଦର ଭଜନ ପରିବେଷଣ କରି…