Take a fresh look at your lifestyle.
Monthly Archives

May 2023

ଗଁଦିଆ ଅନ୍ତର୍ଗତ ବଜ୍ରପାତରେ ଜଣେ ଆହତ

ଢେଙ୍କାନାଳ : ବଜ୍ରପାତରେ ଜଣେଆହତ ଗଁଦିଆତା ୩୧/୫/୨୩----ଗଁଦିଆଥାନାଅନ୍ତର୍ଗତ ମନ୍ଦାରଗ୍ରାମପଞ୍ଚାୟତଅଧିନ ମନ୍ଦାରଦେଉଳସହିଗ୍ରାମରଟଙ୍କଧର ସାହୁଙ୍କରପତ୍ନୀଟିକିପ୍ରିୟା ସାହୁ ୨୬ ବର୍ଷ ନିଜଘରବାରଣ୍ଡାରେ ବସିଥିବାସମୟରେ…

ଗଁ ଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନ 5:30ସମୟରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ…

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି…

ଢେଙ୍କାନାଳ : କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ…

ସିଆରପିଏଫ ଯବାନଙ୍କ ପରଲୋକ ,ଜନ୍ମମାଟିରେ ଶେଷକୃତ୍ୟ ସମ୍ପର୍ଣ

ଢେଙ୍କାନାଳ : ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ କାର୍ଯ୍ୟରତ ଯବାନ୍ ଧ୍ରୁବ ଚରଣ ସାମଲ ଙ୍କ ପରଲୋକ ହୋଇଛି I ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧ୍ରୁବ ଚରଣ ସାମଲ ଅସୁସ୍ତ ହୋଇ ଡାକ୍ତରଖାନା ରେ ବରତି ହୋଇ ଥିଲେ I ସୁସ୍ତ ହୋଇ ଘର କୁ ଆସିବା ପରେ…

୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ

ଢେ଼ଙ୍କାନାଳ : ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ମହୋଦୟଙ୍କ ନେତୃତ୍ୱ ରେ ଜୁନ ୮ ତାରିଖରେ ଓଡିଶାର ପ୍ରତ୍ୟେକ ପରିବାର କୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ଦେବାପାଇଁ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଦାବି ପତ୍ର ଓ ଜନ ଆନ୍ଦୋଳନକୁ ସଫଳ କରିବା…

ଭୀମ୍ ଆର୍ମୀ ଢେଙ୍କାନାଳ ଜିଲ୍ଲା ତରଫରୁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଠାରେ ଭୀମ୍ ଆର୍ମୀ ଭାରତ ଏକତା ମିଶନ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପି.ଆର୍.ଓ. କମଳ ଲୋଚନା ପାତ୍ର ଏବଂ ଆଡଭୋକେଟ୍ ପ୍ରଦୁ୍ୟମ୍ନ ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି…

୫ ଟି ସଚିବ ଙ୍କ ମହିମାଗାଦୀ ଗସ୍ତ ପାଇଁ ସଜବାଜ: ସ୍ଥିତି ପରଖିଲେ ବାବି ଦାସ

ଢେଙ୍କାନାଳ: ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଯୋରନ୍ଦାର ରୂପରେଖ ବଦଳିବ । ମହିମାଗାଦୀ ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଢେଙ୍କାନାଳ ଜିଲାର ପର୍ଯ୍ୟଟନ…

୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସହାୟକ, ଯିଏ ଆଜିକାଲି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଶି କ୍ଷମତାଶାଳୀ ବୋଲି ପ୍ରମାଣିତ କରିବା ପାଇଁ ନାନା କସରତରେ ଲାଗିଛନ୍ତି । ସେ ମହିମା ଧର୍ମର ଯୋରନ୍ଦା ଗାଦୀକୁ ଆସୁଥିବା ଶୁଣାଯାଉଛି । ଆଜି ପର୍ଯ୍ୟନ୍ତ ୨୩ ବର୍ଷ ଶାସନରେ ଥରେ ହେଲେ…

ଭୋଜଦେଇ ପୁର ରେ ପାରମ୍ପରିକ ଶିବବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ସମ୍ପର୍ଣ୍ଣ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଠାରୁ ଅନତି ଦୂରରେ ଭୋଜଦେଈପୁର ଶାସନର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ଭୋଳେଶ୍ବର ମହାପ୍ରଭୁଙ୍କ ପୀଠ ସ୍ଥଳୀ, ଯାହାଙ୍କର କୋଳ ମଣ୍ଡନ କରୁଛି ପୂଣ୍ୟ ତୋୟା ବ୍ରାହ୍ମଣି ନଦୀ।ମାନବୀୟ ଲୀଳା ର ନିଦର୍ଶନ ସ୍ୱରୂପ ଦୁଇ ଦିନ ଧରି ପୁଣ୍ୟ ତିଥିରେ ଗ୍ରାମବାସୀ…