Take a fresh look at your lifestyle.
Daily Archives

May 8, 2023

ସରଗମ୍ ନୃତ୍ୟ ଅନୁଷ୍ଠାନର ମହୋତ୍ସବ ଉଦଯାପିତ

ଢେଙ୍କାନାଳ : କେବଳ ପାଠପଢ଼ା ନୁହେଁ । ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜଣେ ପ୍ରତିଭାବାନ୍ ହୋଇପାରିବେ । ଦେଶ ଓ ରାଜ୍ୟରେ ସୁନାମ ଆଣିପାରିବେ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସରଗମ୍ ଡ୍ୟାନ୍ସ ଏକାଡେମୀର ନୃତ୍ୟ ମହୋତ୍ସବରେ ମତବ୍ୟକ୍ତ କରିଛନ୍ତି । ଢେଙ୍କାନାଳ ମିନି…

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ବୈଠକ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପୁରାତନ ଛାତ୍ର କମିଟି ବୈଠକ ବିଦ୍ୟାଳୟ ସଭାଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ୧୯୫୬ ମସିହାରେ ପ୍ରତିଷ୍ଠିତ…

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦିନବନ୍ଧୁପୁର ଅଂଚଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଉଭୟ ନବମ ଓ ଦଶମ ଶ୍ରେଣୀରେ ୧୧୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପାଠପଢା ନିମନ୍ତେ ୮ଜଣ ଶିକ୍ଷକଙ୍କ ମଧ୍ୟରୁ…

ପ୍ରାଥମିକ ବିଦ୍ୟାଳୟକୁ ସରପଂଚ ଭଡାରେ ଲଗାଇବା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତର ମହିନ୍ଦ୍ରପୁର ଉ.ପ୍ରା. ବିଦ୍ୟାଳୟର ସରକାର ବନ୍ଦ କରିଦେଇଛନ୍ତି । ବନ୍ଦ ହେବା ପରେ ବିଦ୍ୟାଳୟକୁ ଗଦାଶିଳା ସରପଂଚଙ୍କ ତତ୍ୱାବଧାନରେ ରହିଛି । ସରପଂଚ ଗ୍ରାମ୍ୟ କମିଟିକୁ ନଜଣାଇ ମନମୁଖୀ ଭାବେ ବେସରକାରୀ…

ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ୍କ୍ରସ୍ର…