Take a fresh look at your lifestyle.
Monthly Archives

June 2023

ବିକାଶର ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ସଂସ୍ଥାମାନେ ଦେଶର ପଥ ପ୍ରଦର୍ଶକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି…

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ସଦେଇବରେଣୀ ସ୍ଥିତ କଳାକୃତି ଗ୍ରାମରେ ଏକ ନୌକା ବିହାର ବ୍ୟବସ୍ଥାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଛନ୍ତି l ଏହି ସ୍ଥାନଟି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ର ରେ ସ୍ୱତନ୍ତ୍ରତା ଲାଭ କରିବ ଏବଂ ତା ସହ…

ବିପଦ ତାରିଣୀ ବ୍ରତ ଥିବାରୁ ବ୍ରାହ୍ମଣୀ ଦେବୀଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ ବାଜିଚୈକ ସ୍ଥିତ ମାଁ ବାହ୍ମଣୀ ଦେବି ପିଠିରେ ବିପଦ ତାରିଣୀ ବ୍ରତ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ମାଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।…

ବିପଦତାରିଣୀ ବ୍ରତ ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାଁ ତାରିଣୀଙ୍କ ପିଠରେ ବିପଦ ତାରିଣୀ ବ୍ରତ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ମାଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି…

ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଲେ ଧର୍ମେନ୍ଦ୍ର

ଢେଙ୍କାନାଳ : ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି । ମୋଦିଙ୍କ ଶାସନରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳ ମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି । ଗରିବ କଲ୍ୟାଣକାରୀ…

ଅର୍ଥନୀତି ରେ ଶୁଭଶ୍ରୀ ବିଶ୍ଵ ବିଦ୍ୟାଳୟ ଟପର

ଢେଙ୍କାନାଳ : ମହିମା ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭଶ୍ରୀ ଖୁଣ୍ଟିଆ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଟପର ହୋଇ ମହିମା ମହାବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି I ଶୁଭଶ୍ରୀ ଟପର ହେବା ଜଣାପଡିବା ପରେ ମହାବିଦ୍ୟାଳୟ ରେ ଖୁସି ର ଲହରୀ ଖେଳି ଯାଇଛି I ଶୁଭଶ୍ରୀ ଚିରୁଲେଇ…

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ସମସ୍ତ 5T ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ…

ଢେଙ୍କାନାଳ ରେ ହେରାପଞ୍ଚମୀ ନିତି ପାଳିତ

ଢେଙ୍କାନାଳ : ଆଜି ଢେଙ୍କାନାଳ ରେ ଗୁଣ୍ଡିଚା ମଣ୍ଡପ ଠାରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ପାଳିତ ହୋଇଯାଇଛି। ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ବିମାନରେ ମହାଲକ୍ଷ୍ମୀଙ୍କୁ ଗୋପାଳ ମାନେ କାନ୍ଧେଇ ଛତା,ଛତ୍ରିଆ,ଘଣ୍ଟ କାହାଳି ବଜାଇ ଆଡ଼ପ ମଣ୍ଡପ କୁ ବିଜେ କରିଥିଲେ।…

ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈ ମୃତ

କୋଣାର୍କ : କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ଭଗବତୀ ରୋଡରେ ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ସୋଚନୀ ମୃତ୍ୟୁ ହୋଇ ଯାଇଛି। ଘଟଣାରୁ ପ୍ରକାଶ ଆଜି ରବିବାର ଦିନ ୧୨.ଟା ୩୦ମିନିଟ ସମୟରେ କୋଣାର୍କ ବେହେରା ସାହିର ବ୍ରଜ ଦାସଙ୍କ ଗାଈ ଚରିବାକୁ ଆସିଥିଲା । ଏହି…

ଅନୁଗୋଳ ଖମାରରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ : ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏହିଭଳି ଭାବେ ଦୀର୍ଘ ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୋଳ ଅଞ୍ଚଳ ଆଜି ନିଷ୍ପେସିତ ହୋଇଅଛି ବୋଲି ରବିବାର ଅନୁଗୋଳର ଖମାର ଠାରେ ଆୟୋଜିତ…