Take a fresh look at your lifestyle.
Monthly Archives

June 2023

ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋର୍ଶିଙ୍ଗି ମହାସଂଘ ର ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଢେଙ୍କାନାଳ : ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ କି ତାଙ୍କ ପ୍ରତିଶୃତି ପାଳନ କରି ନାହାଁନ୍ତି. ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋର୍ଶିଙ୍ଗି ମହାସଂଘ ନିଷ୍ପତି କ୍ରମେ ଆଜି 23 ତାରିଖ ଦିନ ଢେଙ୍କାନାଳ ର ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ଦିଆଯାଇଅଛି ଓ ଦିବା 10 ଘଟିକା…

ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ : ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା, ବିଜୁଳି କାଟ୍ ଓ ଲୋ-ଭୋଲ୍ଟେଜ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ଶାଖା ପକ୍ଷରୁ ଆସନ୍ତା ୫ ଜୁଲାଇ ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ପଙ୍କଜ…

ଶ୍ରୀ ଗୁଣ୍ଡିଚା ଭଜନ ସଂଧ୍ୟାର ତୃତୀୟ ଦିବସ

ଢେଙ୍କାନାଳ : ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ତୃତୀୟ ଦିବସରେ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥି ଭାବେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପୈାରଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଅଶୋକ ଦାସ, ଆମ…

ରଥଯାତ୍ରା ପ୍ରବଚକଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଢେଙ୍କାନାଳ : ଦ୍ୱିଶତାଧିକ ବର୍ଷର ପ୍ରାଚୀନ ଢେଙ୍କାନାଳ ରଥଯାତ୍ରାରେ ରଥଗଡାସ୍ଥିତ ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ଚଳିତ ବର୍ଷର ପହଣ୍ଡି ବିଜେ ଧାରାବିବରଣୀ ଓ ଜଗନ୍ନାଥ ସଂସ୍କୃତି ପ୍ରବଚନ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଓ ଦେବୋତର ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।…

ଧିରପାଟଣା ରଥଯାତ୍ରାରେ ଯୁବରାଜଙ୍କ ଆଳତି

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଧିରପାଟଣା ଗ୍ରାମରେ ଚଳିତ ବର୍ଷ ରଥଯାତ୍ରାର ଦ୍ୱିତୀୟ ବାର୍ଷିକୀ ପାଳିତ ହୋଇଯାଇଛି । ଅପରାହ୍ନ ୫ଟା ରେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୋଟି ପହଣ୍ଡୀରେ ଅଣାଯାଇ ରଥାରୁଢ କରାଯାଇଥିଲା । ରଥ ଉପରେ ଘୋଷକ,…

ରେଡକ୍ରସ ପକ୍ଷରୁ ରଥଯାତ୍ରା ସେବା ଶିବିର

ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଗୋପବନ୍ଧୁ ଟାଉନ୍ ହଲ୍ ନିକଟରେ ସ୍କାଉଟ୍ ଓ ଗାଇଡ୍ସ, ଜୁନିୟର ରେଡକ୍ରସ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୟାର ଓ ଅହିଂସାର ମିଳିତ ସହଯୋଗରେ ରଥଯାତ୍ରା ସେବା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ…

ଗୋଟିଏ ରଥରେ ଗଲେ ତିନି ଠାକୁର

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଠାରେ ରଥଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ରଥରେ ବଡ ଠାକୁର ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଏକତ୍ର ଯାତ୍ରା କରିଛନ୍ତି । ବଣସିଂହର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ରୁ ତିନି…

ଭାପୁର ରଥଯାତ୍ରା ପ୍ରବଳ ଜନସମାଗମ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ଠାରେ ପାରମ୍ପରିକ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସନ୍ଧ୍ୟା ୬ ମିନିଟ୍ରେ ମାଉସୀ ମା ମନ୍ଦିରରେ ତିନିରଥ ପହଞ୍ଚିଲା । ଭାପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଦେଢ ଶହ ବର୍ଷର ପୁରୁଣା ପରମ୍ପରା ।…

ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ

ଢେଙ୍କାନାଳ : ଆଜି ପବିତ୍ର ରଥ ଯାତ୍ରା ଅବସରରେ ଢ଼େଙ୍କାନାଳ ବଳରାମ ମନ୍ଦିର ପ୍ରାଙ୍ଗଣ ଭକ୍ତ ମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ଉଠୁଥିଲା । ଏହିଭଳି ଭାବ ବୋଳା ସୁନ୍ଦର ପରିବେଶ ଭିତରେ "ଶ୍ରୀ ସାଇ ଭଜନ ସନ୍ଧ୍ୟା' ଅନୁଷ୍ଠାନ ର ସମସ୍ତ କଣ୍ଠଶିଳ୍ପୀ ମାନେ ସୁନ୍ଦର ଭଜନ ପରିବେଷଣ କରି…

ବିଶ୍ୱ ଓଡ଼ିଶା ରଜ ମହୋତ୍ସବ ପାଳିତ

ଢେଙ୍କାନାଳ : ବିଶ୍ୱ ଓଡ଼ିଶା ମହିଳା ପରିଷଦ ଓ ଯୋରନ୍ଦା ପଞ୍ଚାୟତ ମହାସଂଘ ଆନୁକୂଲ୍ୟରେ ମହିମାଗାଦି ସାନ ମଠ ଆମ୍ବତୋଟା ପରିସରରେ ତିନିଦିନ ଧରି ରଜ ମହୋତ୍ସ୍ୱ ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଉଯାଇଛି । ବିଶିଷ୍ଟ ବାଗ୍ମୀ, ପ୍ରାଧ୍ୟାପିକା ଡ. ପ୍ରତିଭା ମହାରଥୀ ଉଦଯାପନୀ ଉତ୍ସବରେ…