Take a fresh look at your lifestyle.
Daily Archives

June 25, 2023

ଢେଙ୍କାନାଳ ରେ ହେରାପଞ୍ଚମୀ ନିତି ପାଳିତ

ଢେଙ୍କାନାଳ : ଆଜି ଢେଙ୍କାନାଳ ରେ ଗୁଣ୍ଡିଚା ମଣ୍ଡପ ଠାରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ପାଳିତ ହୋଇଯାଇଛି। ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ବିମାନରେ ମହାଲକ୍ଷ୍ମୀଙ୍କୁ ଗୋପାଳ ମାନେ କାନ୍ଧେଇ ଛତା,ଛତ୍ରିଆ,ଘଣ୍ଟ କାହାଳି ବଜାଇ ଆଡ଼ପ ମଣ୍ଡପ କୁ ବିଜେ କରିଥିଲେ।…

ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈ ମୃତ

କୋଣାର୍କ : କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ଭଗବତୀ ରୋଡରେ ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ସୋଚନୀ ମୃତ୍ୟୁ ହୋଇ ଯାଇଛି। ଘଟଣାରୁ ପ୍ରକାଶ ଆଜି ରବିବାର ଦିନ ୧୨.ଟା ୩୦ମିନିଟ ସମୟରେ କୋଣାର୍କ ବେହେରା ସାହିର ବ୍ରଜ ଦାସଙ୍କ ଗାଈ ଚରିବାକୁ ଆସିଥିଲା । ଏହି…

ଅନୁଗୋଳ ଖମାରରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ : ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏହିଭଳି ଭାବେ ଦୀର୍ଘ ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୋଳ ଅଞ୍ଚଳ ଆଜି ନିଷ୍ପେସିତ ହୋଇଅଛି ବୋଲି ରବିବାର ଅନୁଗୋଳର ଖମାର ଠାରେ ଆୟୋଜିତ…