Take a fresh look at your lifestyle.

ଡମଶାଳ ହାଇସ୍କୁଲ ମହୋତ୍ସବ: ଶତାଧିକ ଚାରାରୋପଣ

0 36

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକ ଓଡିଶ ପଂଚାୟତ ଅନ୍ତର୍ଗତ ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରି ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।

ପରେ ବିଦ୍ୟାଳୟର ଶିକ୍ଷକ ଛବ ିସାହୁ, ସତ୍ୟରଂଜନ ଦାଶ, ପ୍ରମୋଦ କୁମାର ଭୋଇ, ଅଜିତ କୁମାର ନାୟକ , ଭଗବାନ ଦେହୁରୀ , ପ୍ରସନ୍ନ କୁମାର ମଲ୍ଲିକ , ବିକାଶ କୁମାର ସାହୁ , ଅନିଲ କୁମାର ସେଠୀ , ମିହିର ରଂଜନ ନନ୍ଦ , ଇନ୍ଦ୍ରମଣି ସାହୁ , ପ୍ରକାଶ ଚନ୍ଦ୍ର ଦଳେଇ , ଶିକ୍ଷୟିତ୍ରୀ ଲିଳାବତୀ ବେହେରା , ଚିନ୍ମୟୀ ମିଶ୍ର , କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହଯୋଗ ରେ ଆମ୍ବ , ବଉଳ , ଜାମୁ , ନିମ୍ବ, କଇଥ, କରଂଜ ଇତ୍ୟାଦି ଶତାଧିକ ଚାରାରୋପଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.