Take a fresh look at your lifestyle.

କଂଗ୍ରେସ କମିଟି ତରଫରୁ ପ୍ରତିଷ୍ଠା ଦିବସ ପାଳିତ

0 25

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପତାକା ଉତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବି ନାରାୟଣ ମହାନ୍ତି, ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର, ଉପସଭାପତି ଗୋପାଳ ଚନ୍ଦ୍ର ସାହୁ, ପ୍ରକାଶ କୁଅଁର, ସମ୍ପାଦକ ମହମ୍ମଦ ସମୀର, ଅମର ସେନାପତି, ବିକାଶ ସ୍ୱାଇଁ, ମହିଳା କଂଗ୍ରେସ୍ ସଭାପତି ମମତାଞ୍ଜଳି ବେହେରା, ଶିଳ୍ପିଶ୍ରୀ ହରିଚନ୍ଦନ, ଟାଉନଂ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ଦାସ, ଓବିସି ସେଲ୍ ଅଧ୍ୟକ୍ଷ ନିଶାକର ସାହୁ, ରୁଦ୍ର ପ୍ରକାଶ ଶରଣ, ସୁନିଲ୍ ଦାସ, ଭରତ ଚନ୍ଦ୍ର ସାମଲ, ସୁବାଶିନୀ ମହାକୁଡ, ନିର୍ମଳ ମିଶ୍ର, ବାବୁ ଖାଁ, ସିଦ୍ଧାନ୍ତ ମିଶ୍ର, ରଜତ୍ ନାୟକ, ସୌମ୍ୟ ଶୁଭ୍ରଜିତ୍ ସିଂଙ୍କ ସହିତ ବହୁ କଂଗ୍ରେସ୍ କର୍ମୀ ଯୋଗଦେଇ ଆଲୋଚନା କରିଥିଲେ ।

- Advertisement -

Leave A Reply

Your email address will not be published.