Take a fresh look at your lifestyle.

ନିଆଁର ରେ ଦୁଇ ପରିବାରର ଦଶ ବଖରା ଘର ଭସ୍ମୀଭୂତ

0 5

Get real time updates directly on you device, subscribe now.

ଢେଙ୍କାନାଳ: ନିଆଁର ଆଁରେ ଭସ୍ମୀଭୂତ ଦୁଇ ପରିବାରର ଦଶବଖରା ଚାଳଛପର ଘର।ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଇଶ୍ୱରାପାଳ ଗାଁରେ ଅଗ୍ନିକାଣ୍ଡ।ଗାଁର ବୁବୁଲି ମିଶ୍ର ଓ ବିନ ମିଶ୍ରଙ୍କ ଘରେ ଆଜି ଅପରାହ୍ନ ୧ଟା ସମୟରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରଯାଉଛି । ଖବରପାଇ ରାସୋଳ ଅଗ୍ନିଶମ ବିଭାଗ ଗାଁରେ ପହଞ୍ଚି ନିଆଁକୁ ଆୟତ କରିଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ  ଗ୍ରାମବାସୀ ଦାବୀ କରିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.