Take a fresh look at your lifestyle.

ସଞ୍ଜୟ କଲୋନୀ ଆକ୍ରମଣ ଘଟଣାରେ ଜଣେ ଗିରଫ

ଆଉ ତିନି ଫେରାର

0 69

ଢେଙ୍କାନାଳ : ଗତ 19 ତାରିଖରେ ଢେଙ୍କାନାଳ ସଞ୍ଜୟ କଲୋନୀ ରେ ସଂଗଠିତ ହୋଇଥିବା ଆକ୍ରମଣ ଘଟଣା ପୁଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି | ଅନ୍ୟ ଅଭିଯୁକ୍ତ ମାନେ ଏଯାଏ ଗିରଫ ହୋଇ ନାହାନ୍ତି | ଗାଁ ରା ପ୍ରକାଶ ନାଏକ ଙ୍କୁ ମାଡ ମାରି ନରେଶ ପଧାନ ଆହତ କରି ଥିଲେ। କେବଳ ନରେଶ  ନୁହେଁ ଚାରିଜଣ ଦୁର୍ବୁତ୍ତ ପୂର୍ବ ଶତ୍ରୁତା କୁ ନେଇ ପ୍ରକାଶ ଙ୍କୁ ପିସ୍ତଲ ରେ ବାଡେଇ ଆକ୍ରମଣ କରିଥିଲେ।ଘଟଣା  ଘଟାଇବା ପରେ  ସମସ୍ତ ଅଭିଯୁକ୍ତ ଆକ୍ରମଣ କାରୀ ମାନେ ବାହାରକୁ ଖସି ପଳେଇଥିଲେ।

ଗତକାଲି ଜଣେ ମୁଦଲ। ଟୁକୁ ଓରଫ ନରେଶ ପ୍ରଧାନ (29) ଙ୍କୁ ପୁଲିସ ଗିରଫ କରିଛି | ନରେଶ ର ଘର ପୁରି ସଦର ଥାନା ଅନ୍ତର୍ଗତ ଅଲିକିଆ ଗାଁ ରେ |   ଅଲିକିଆ ଗାଁ ବୁଦ୍ଧି ପଧାନ ଙ୍କ ପୁଅ ନରେଶ ଓରଫ ଟୁକୁ ବର୍ତମାନ ନରଣପୁର ରେ ରହୁଛି | ତାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି |

- Advertisement -

Leave A Reply

Your email address will not be published.