Take a fresh look at your lifestyle.

ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

0 33

Get real time updates directly on you device, subscribe now.

ଢେଙ୍କାନାଳ: ଭାରତରତ୍ନ ଡ଼ା. ଭୀମରାଓ ଆମ୍ବେଦକରଙ୍କ ୬୫ ତମ ତିରୋଧାନ ଦିବସଢେଙ୍କାନାଳ ରେ ପାଳିତ ହୋଇ ଯାଇଛି | ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ମାନ୍ୟବର ସାଂସଦ ମହେଶ ସାହୁ ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ସାମ୍ନା ରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ |  ଢେଙ୍କାନାଳର ସମସ୍ତ ସଚେତନ ନାଗରିକଙ୍କ ସହ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅବସରରେ ସହର ର  ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ରା କର୍ମକର୍ତା ଯୋଗଦେଇ ଥିଲେ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.