Take a fresh look at your lifestyle.
Browsing Category

ରାଜ୍ୟ ଖବର

ଆସନ୍ତା ୫ ତାରିଖ ରେ ଢେଙ୍କାନାଳ ଜିଲାରେ କୁଆପଥର ବର୍ଷା ହୋଇପାରେ

ଢେଙ୍କାନାଳ: ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶା ମଧ୍ୟକୁ ବଙ୍ଗୋପସାଗରରୁ ଉଷ୍ଣ ଜଳୀୟବାଷ୍ପ ପ୍ରବାହ  ପ୍ରଭାବରେ ଆସନ୍ତା  ୫ ତାରିଖ ରେ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।  ୩ ଓ ୪ ତାରିଖ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।…

ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା କୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବୀ

କଳିଙ୍ଗନଗର : ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ  କୁ ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଦାବୀ କରିଛନ୍ତି । ନୀଳାଚଳ ଇସ୍ପାତ…

ସାମ୍ବାଦିକଙ୍କ ପିତୃ ବିୟୋଗ

କୋଣାର୍କ: କୋଣାର୍କର ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ପିତୃ ବିୟୋଗ । କୋଣାର୍କରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ଶିକ୍ଷକତା ବୃତ୍ତି ଆରମ୍ଭ ଓ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର…

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା

ବ୍ରହ୍ମପୁର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନ ଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକ ଏକ ନୀରବ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ନବୀନର ସମ୍ପାଦକ ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ଉପସଭାପତି ଏବଂ ବରିଷ୍ଠ…

ବାଉଁଶକଣ ଗ୍ରାମରେ ୧୩ ରୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ

ଭୁବନ: ଭୁବନ ସହର ଉପକଣ୍ଠସ୍ଥ ବାଉଁଶକଣ ଗ୍ରାମ ମା’ ମଙ୍ଗଳା ଙ୍କ ପୀଠରେ ଆସନ୍ତା ୧୩ ତାରିଖ କୁମ୍ଭସଂକ୍ରାନ୍ତୀ ଠାରୁ ତିନିଦିନ ବ୍ୟାପି ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ନାମ , ଘୃତ , ଜପ ଓ ଜ୍ଞାନଯଜ୍ଞ ସରକାରଙ୍କ କୋଭିଡ ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହେବ । ୧୩ ତାରିଖ ରବିବାର ଅଙ୍କୁରାରୋପଣ…

ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଭୁବନେଶ୍ଵରଠାରେ ସତ୍ୟାଗ୍ରହ

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…

ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକ: କେବଳ ସାଧୁ ସନ୍ୟାସୀ ମାନଙ୍କୁ ନେଇ ହେବ ନିତିକାନ୍ତି

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦଭାବନା ସଭାପଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ପ୍ରସିଦ୍ଧ ମାଘ ମେଳା ବା ଯୋରନ୍ଦା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ୍ କଟକଣା ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି ଫେବୃଆରୀ ୧୫ ତାରିଖରେ ମେଳା…

ବିଧିପୂର୍ବକ ହେବ କପିଳାସ ଜାଗରଯାତ୍ରା : ରହିବ ନାହିଁ ଗହଳଚହଳ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା  ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ସଂକ୍ରମଣକୁ ଦେଖି କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧ ତାରିଖରେ ଜାଗରଯାତ୍ରା…

ଢେଙ୍କାନାଳ ରେ ରାଷ୍ଟ୍ରପିତା ଙ୍କ ଅପମାନ ବିରୋଧ ରେ ବିକ୍ଷୋଭ

ଢେଙ୍କାନାଳ :ଢେଙ୍କାନାଳ ରେ ଗାନ୍ଧୀ ଅଧ୍ୟୟନ ଓ ସମାଜ ବିକାଶ ପ୍ରତିଷ୍ଠାନ ଏବଂ ଯୁସୁଫ ମେହେର ଅଲି ସେଣ୍ଟର ପକ୍ଷରୁ ସାମ୍ପ୍ରଦାୟିୟକ ଶକ୍ତି ବିରୋଧ ରେ ଏକ ବିକ୍ଷୋଭ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି |  ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସଦସ୍ୟମାନେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀପାର୍କରେ…

ସାଧାରଣତନ୍ତ୍ର ଦିବସ : ଲାଗିଲା ସ୍ୱାଧୀନତା ଦିବସର ତୋରଣ

ଢେଙ୍କାନାଳ : ଢେଙ୍କାନାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଶାସନ ପକ୍ଷରୁ ଲାଗିଥିବା ତୋରଣ ରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ପାଇଁ ଲାଗିଛି ସ୍ୱାଧିନତା ଦିବସର ତୋରଣ । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଷ୍ଟାଡିୟମକୁ ଏସ୍ପି ଅଫିସ୍ ଦେଇ ଯାଇଥିବା…