Take a fresh look at your lifestyle.
Browsing Category

ରାଜ୍ୟ ଖବର

ବୋହୁଙ୍କୁ ହତ୍ୟା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଓ ଏସପିଙ୍କ ଗାଡି ଅଟକାଇଲେ ଗ୍ରାମବାସୀ

ଢେଙ୍କାନାଳ : ଢେଙ୍କାନାଳ  ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଗତ ୨୦  ତାରିଖରେ ସ୍ଵାମୀ ଦିଲ୍ଲୀପ ନାୟକ ଓ ସ୍ତ୍ରୀ' ଲିସାରାଣୀ ଦେହୁରୀଙ୍କ ଗୋଟିଏ ଦିନରେ ମୃତ୍ୟୁ ଘଟଣା ରେ ଗ୍ରାମବାସୀ ମେଲି ବାନ୍ଧିଛନ୍ତି | ଲିସାରଣୀ ଙ୍କ ର ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ମାରି ଶାଶୁ ଘର ଲୋକ…

ଆଜି ନେତାଜୀ ଜୟନ୍ତୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…

ଆମ୍ ଆଦମୀ ପାର୍ଟି ପକ୍ଷରୁ ୮ ଟି ଜୋନ୍ ରେ ପାର୍ଥୀ ପତ୍ର ଦାଖଲ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ 27 ଟି ଜିଲ୍ଲା ପରିଷଦ ଆସନ ରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଥମ ଥର ୮ ଟି ଜିଲ୍ଲା ପରିଷଦ ଜୋନ ରେ ପାର୍ଥୀ ପତ୍ର ଦାଖଲ କରାଯାଇଛି l ସଦର ବ୍ଲକ ୩ ନଂ ଜୋନ ରୁ ରାଜକୁମାର ପ୍ରଧାନ, ୪ ନଂ ଜୋନ ରୁ ଟିକିନା ପାତ୍ର, ଗଁଦିଆ ବ୍ଲକ ୧ ନଂ ଜୋନ ରୁ ବିଜୟ…

ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୬୮୬ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ  : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଦ୍ୱିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲରେ ୬୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୫୬୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ…

ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ଦେହାନ୍ତ

ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀ ଆମ ସମସ୍ତଙ୍କୁ ଛାଡ଼ି ଇହଧାମ ପରିତ୍ୟାଗ କରିଛନ୍ତି। ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତ୍ରୀ ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। ବାଲେଶ୍ଵର ଜିଲ୍ଲାର…

 ଏସପି ଅଫିସ ସାମ୍ନାରେ ଧାରଣା ଦେଲେ ମା’ ଓ ପୁଅ

ଢେଙ୍କାନାଳ : ପରିଣତ ବୟସରେ ବୋଝ ସାଜିଛି ସାମାଜିକ ବାଚ୍ଛନ୍ଦ | ବଡ଼ପୁଅ ସମ୍ପୂର୍ଣ୍ଣ ପର କରିଥିବା ବେଳେ ଅଭାବ ମଧ୍ୟରେ ରହିଥିବା ସାନପୁଅ ପାଖରେ ତାଙ୍କର ଜୀବନ ବିତୁଛି | ଦିନେ ସେ ନିଜ ହାତରେ ଯେଉଁ ସୁଖର ସଂସାର ଗଢ଼ିଥିଲେ ଆଜି ତାହା ତାଙ୍କ ପାଇଁ ପର ହୋଇଯାଇଛି | ତେବେ ସାମାଜିକ ବାଚ୍ଛନ୍ଦ…

ପଞ୍ଚାୟତ ପଲିଟିକ୍ସ : ପ୍ରାର୍ଥପତ୍ର ଦାଖଲ ପୂର୍ବରୁ କଣ କରିବେ ଜାଣି ନେବା

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜିଠାରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ…

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ୯ ଲୁଟେରା ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ଗତ ୫ ଦିନ ତଳେ ହୋଇଥିଲା..ବେଳେ ପୋଲିସ କୁ ମିଳିଛି ସଫଳତା l ରାସୋଳ ପୋଲିସ ଜବତ କରିଛି ଲୁଟ ହୋଇଥିବା ସୁନା ଗହଣା ଓ ନଗଦ ଟଙ୍କା ସହ ତିନୋଟି,ମୋଟର ସାଇକେଲ I ଏଥି ସହିତ ଡକାୟତି ସମୟରେ…

ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ବତୀ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଲୋହିଆ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଡଃ ସ୍ବାଇଁଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷ ଡଃ…

କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ

କୋଣାର୍କ : ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଅନନ୍ତ ଅବଧୂତ ମଠ, ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ, ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା…