Browsing Category
ରାଜ୍ୟ ଖବର
ଜେଲ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ
ଢେଙ୍କାନାଳ : ଗାଡି ମଡାଇ ମାରିବା ଅଭିଯୋଗ ରେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅ କୁ ଜେଲ ଯିବାକୁ ପଡିଛି । ସେ ହେଉଛନ୍ତି ନାଗିଆପଶି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦୀପ ପରିଡାଙ୍କ ପୁଅ ଦେବାଶିଷ ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ…
ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ପାଳିତ
ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ଅପରାହ୍ନ ୫ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ…
ମାର୍ଚ୍ଚ ରେ ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମହାସଂଘର ରାଷ୍ଟ୍ରୀୟ ଅଧିବେଶନ
ଭୁବନେଶ୍ୱର: ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାଯର୍ୟ ଅ।ରମ୍ଭ ହେ।ଇଯାଇଛି । ଏହି ଅଧିବେଶନ ମାର୍ଚ୍ଚ ରେ ଓଡ଼ିଶାରେ ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇ…
ଡ. ରାଧାନାଥ ରଥ ସାମ୍ବାଦିକ ଜଗତର ପିତାମହ ଭିଷ୍ମ ଥିଲେ
ଢେଙ୍କାନାଳ : ଉକ୍ରଳ ଫେଡେରେସନ୍ ଅଫ୍ ୟୁନାଇଟେଡ ନେସନ୍ସ ଆସୋସିଏସନ୍ ଓ ଡ. ରାଧାନାଥ ରଥ ଫାଉଁଡେସନ୍ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟରେ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ଅଧ୍ୟକ୍ଷ ତଥା ଡ. ରାଧାନାଥ ରଥ…
ଯୋରନ୍ଦା ମେଳାକୁ ଆଉ ୬ ଦିନ ବାକି : ମନ୍ଦିର କୁ ଜନସାଧାରଣଙ୍କୁ ପ୍ରବେଶ ମନା, କେବଳ ସନ୍ୟାସୀଙ୍କୁ ଅନୁମତି
ଢେଙ୍କାନାଳ: ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରଶାସନ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଗାଦୀ ବଡ଼ମଠ ଭଜନ ମଣ୍ଡପ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ସାଧୁ, ସନ୍ଥମାନେ ଗାଦୀ ମନ୍ଦିରରେ ପ୍ରବେଶ କରି…
ଜାଗା ବିକ୍ରି କରି ସାନ ପୁଅକୁ ଟଙ୍କା ଦେଲେ, ବଡ଼ ପୁଅ ବାପାର ତଣ୍ଟି କାଟି ହତ୍ୟା କଲା
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆ ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି | ବାପା ତ୍ରିଲୋଚନ ପ୍ରଧାନ କୁ ପୁଅ ଅତି ନିଷ୍ଠୁର ଭାବେ ହତ୍ୟା କରିଛି | ପ୍ରଥମେ ବ୍ଲେଡ ରେ ବେକକୁ କାଟି ବା ପରେ ପଥର ରେ ଛେଚି ହତ୍ୟା କରିଛି ପୁଅ ପ୍ରକାଶ ପ୍ରଧାନ |
ପ୍ରକାଶ ଯେ,…
ଭଙ୍ଗା କୁଡିଆ ତଳେ ବୃଦ୍ଧା ମା ଓ ଝିଅ
ଢେଙ୍କାନାଳ: ଗୋଟିଏ କି ଦୁଇଟି ନୁହେଁ ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ସ୍ବର୍ଗତ ଭୁବୁନୀ ଖମାରୀଙ୍କ ଅବିବାହିତା ଝିଅ ଅଞ୍ଜନା ଖମାରୀ(୪୧ ) । ସରକାର ଙ୍କ ଆବାସ ଯୋଜନା ଅଞ୍ଜନା ଙ୍କ ପାଇଁ…
ପଞ୍ଚଭୁତରେ ବିଲିନ ହେଲେ ସମାଜବାଦୀ ନେତା ଯୋଗେନ୍ଦ୍ର ତ୍ରିପାଠୀ
ଢେଙ୍କାନାଳ: ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଓକିଲ ଯୋଗେନ୍ଦ୍ର ନାଥ ତ୍ରିପାଠୀ ପଞ୍ଚ ଭୁତରେ ବିଲିନ ହୋଇଛନ୍ତି । ଢେଙ୍କାନାଳ ସୁଆଗୀସ୍ତିତ ସ୍ମଶାନରେ ତାଭ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ମୁଖାଗ୍ନୀ ଦେଇଥିଲେ । କଟକରୁ ତାଙ୍କର…
ବିଶିଷ୍ଠ ସମାଜବାଦୀ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ
ଢେଙ୍କାନାଳ : ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଯୋଗେନ୍ଦ୍ର ନାଥ ତ୍ରିପାଠୀ ଆଉ ନାହାନ୍ତି । ସେ ଶନିବାର ରାତିରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପାଇଁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ…
ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି
ଢେଙ୍କାନାଳ : ସାଧାରଣ ନିର୍ବାଚନ ପୂର୍ବରୁ ନିଯୁକ୍ତିର ସ୍ୱପ୍ନ ଦେଖାଇ ବେକାର ଯୁବକ ଯୁବତୀମାନଙ୍କ ଭୋଟ୍ ହାତେଇବା ମୋଦି ସରକାର ବା ବିଜେପି ଦଳର ଏକ ନିର୍ବାଚନୀ ଷ୍ଟ୍ରାଟେଜୀ । ସାଧାରଣ ନିର୍ବାଚନ - ୨୦୧୯ ପୂର୍ବରୁ ଜାନୁଆରୀ ମାସରେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ରେଳବାଇରେ…