Browsing Category
ଜିଲ୍ଲା ଖବର
ମହିମା ମହାବିଦ୍ୟାଳୟରେ ଆଲୋଚନା ଚକ୍ର
ଯୋରନ୍ଦା: ମହିମା ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ସମ୍ପାନ “LASER” (ଲେଜର) ସମ୍ଭନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର…
ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବରିଷ୍ଠ ନାଗରିକ
ଭୁବନ : ଭୁବନ ଏନଏସିରେ ୨୦୧୮ ପରଠାରୁ ଦୀର୍ଘ ସାଢେ ୩ ବର୍ଷ ହେଲା ନିର୍ବାଚିତ କାଉନସିଲ ନଥିବା କାରଣରୁ ଅନେକ ସମସ୍ୟା ଉପୁଜିଛି । ସହରର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଭୁବନର ବରିଷ୍ଠ ନାଗରିକ ସଂଘ ଅଣ୍ଟା ଭିଡି ଆଗକୁ ବାହାରିଛି । ଏଥର ନିମନ୍ତେ ସଂଘ କାର୍ଯ୍ୟାଳୟ ପରିସରରେ ଏକ…
ଜଳଛତ୍ରର ଶୁଭ ଉଦଘାଟନ
ଢେଙ୍କାନାଳ: ଢେଙ୍କାନାଳ ସହର ସାଇ ସତସଙ୍ଗ ସେବା ଟ୍ରଷ୍ଟ ରୋଦ୍ରତାପ ରୁ ସାମାନ୍ୟ ଆଶ୍ବସ୍ତି ପାଇବାପାଇଁ ଏକ ଜଳଛତ୍ର ଖୋଲିଛନ୍ତି । ଏହାକୁ ଆଜି ପୌର ଅଧକ୍ଷ ଜୟନ୍ତୀ ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଶୁଭ ଉଦଘାଟନ କରିଥିଲେ ।
ଏଥିରେ ଦହିସର୍ବତ ଓ ସାଧା ପାଣି ପ୍ରତିଦିନ…
ଭୁବନ ରେ ଶ୍ରୀରାମ ନବମୀ ପାଳିତ: ଜୟ ଶ୍ରରାମ ନାରାବାଜିରେ ସହର କମ୍ପିଲା
ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଶ୍ରୀରାମମନ୍ଦିରରେ ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ଆଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଯେଗୁ ଦୀର୍ଘ ୨ ବର୍ଷ ହେଲା ନିରାଡମ୍ବର ଭାବେ ପୂଜାହେଉଥିବାବେଳେ ଚଳିତଥର ଅତ୍ୟନ୍ତ ଶ୍ରଦ୍ଧାଭକ୍ତି ଓ…
ଦୁର୍ଗାପ୍ରସାଦ ପରେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବୀ ଉଠିଲା
ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ବେଲଟିକିରି ରାଜସ୍ୱ ସର୍କଲ ଅଧିନରେ ଥିବା ଦୁର୍ଗାପ୍ରସାଦ ଗ୍ରାମ ପରେ ଏବେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଗ୍ରାମାବାସୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ ଉଠାଇଛନ୍ତି ।
ଛଅବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ…
ଢେଙ୍କାନାଳ ରେ ସାଇ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା
ଢେଙ୍କାନାଳ: ମୀନା ବଜାର କୁମ୍ଭାର ସାହି ଠାରେ ଆଜି ଶ୍ରୀ ସାଇ କୃଷ୍ଣାୟ ବିଗ୍ରହ ମନ୍ଦିର ର ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ପାଳିତ ହୋଇଛି। ପ୍ରାତଃ କାକଟ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ଫୁଲ ହାରରେ ସୁସାର୍ଜିତ କରାଯାଇ ଓ ବିଭିନ୍ନ ପୂଜାର୍ଚନା କରାଯାଇ ବିଭିନ୍ନ ଭୋଗ ଲାଗି କରାଯାଇଥିଲା।…
ମାଗଣା ରକ୍ତ ପରୀକ୍ଷା ଶିବିର, ଔଷଧ ବିତରଣ
ଭୁବନ : ଆଜିର ସମାଜରେ ପିତା ,ମାତା ବୃଦ୍ଧ ବୃଦ୍ଧା ହୋଇଗଲେ ପୁଅ ମାନେ ନିର୍ଯ୍ୟାତନା ଦେବା ସହ ଜରାଶ୍ରମରେ ନେଇ ଛାଡି ଦେଉଥିବା ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଭୁବନରେ ଜନୈକ ପୁଅ ପିତା ମୁରଲୀଧର ଚିନରା ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ପିତାଙ୍କ ସ୍ମୃତିରକ୍ଷା ପାଇଁ ମାଗଣା…
ଭୁବନରେ ବେଆଇନ ଜବରଦଖଲ ପ୍ରତି ଅଙ୍କୁଶ ନାହିଁ
ଭୁବନ: ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଚଳିତବର୍ଷ ୫୦ ତମବାର୍ଷିକ ଉତ୍ସବ ଅର୍ଥାତ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେଏହି କ୍ଷୁଦ୍ର ସହରଟି ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ଯୋଗୁ ମାଷ୍ଟର ପ୍ଲାନ ରୁ ବଂଚିତ ହୋଇଛି ।
ପର୍ଯ୍ୟାପ୍ତ ସରକାରୀଜାଗା ଜବରଦଖଲକାରୀଙ୍କ କବଳକୁ…
ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡପଳାଶୁଣି ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନମେଳା ବ୍ଲକ ସ୍ତରୀୟ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୬ଟି ପ୍ରକଳ୍ପ ଯୋଗଦାନ କରିଥିଲେ…
ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳନ
ଢେଙ୍କାନାଳ: ଭାରତ ମାତା ସେଵା ଅନୁଷ୍ଠାନ, ଢେଙ୍କାନାଳ ତରଫରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଦେଉଳସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କାଳ ଗଣନା ଅନୁଯାୟୀ ବ୍ରହ୍ମା ଙ୍କ ଦ୍ଵାରା ସୃଷ୍ଟିର ଆରମ୍ଭ ତିଥି ଚୈତ୍ର ଶୁଳ୍କ ପ୍ରତିପଦାକୁ ହିନ୍ଦୁ…