Browsing Category
ଜିଲ୍ଲା ଖବର
କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ
ଢେଙ୍କାନାଳ :କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ ପାଖରେ କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ବୈଠକ କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା ।ସଂଘ ଉପସଭାପତି ଦିପେଶ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ ।…
କବି,ଲେଖକ,ସାହିତ୍ୟିକ ମାନେ ସମାଜରେ ପରିବର୍ତନ ଆଣିପାରିବେ’
ଭୁବନ :ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର (ମଣିପୁର) ଶାସନ ଶିବମନ୍ଦିର ପ୍ରାଙ୍ଗଣରେ ‘ବ୍ରାହ୍ମଣୀ ସାହିତ୍ୟ ସଂସଦ’ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବେଦପାଠ ଓ ମନ୍ତ୍ର ଉଚ୍ଚାରଣ…
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରୁଆଁ(ବି) ତରଫରୁ ଆୟୋଜିତ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି ।
ଅଧ୍ୟକ୍ଷ ରବି ନାରାୟଣସାହୁ ଙ୍କ ସଭାପତିତ୍ୱ ଓ ସଂଯୋଜକ ଲକ୍ଷବଚ୍ଚ କୁମାର ରାଉତ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
ସରସ୍ୱତୀ ଶିଶୁ ମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନ : ଭୁବନ ସରସ୍ୱତୀ ଶିଶୁମନ୍ଦିରର ୨୯ ତମବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧନା କଲେ ସିଦ୍ଧିମିଳେ, ନିଷ୍ଠା,ଏକାଗ୍ରତା ଜଣକୁ ସଫଳତାର…
ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ ଦ୍ୱୟର ଶୁଭ ଉଦ୍ଘାଟନ
ଢେଙ୍କାନାଳ : କୋମଳମତି ଛାତ୍ରୀ / ଛାତ୍ରମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜି ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ…
ବିଶ୍ୱ ଓଡ଼ିଶା ମହିଳା ପରିଷଦ ପାଳିଲା ଓଡ଼ିଆ ନବବର୍ଷ: ଯୋରନ୍ଦା ଓ ବଣସିଂହ ରେ ଉଲ୍ଲାସର ପର୍ବ
ଢେଙ୍କାନାଳ : ବିଶ୍ବ ଓଡ଼ିଶା ମହିଳା ପରିଷଦ, ଯୋରନ୍ଦା ଶାଖା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ,…
ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ
ଗଁଦିଆ: ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଥିଙ୍କର୍ସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଅଛି।
ଏହି…
କାଉନସିଲର ଗିରିଧାରୀ ସାହୁଙ୍କୁ ସମ୍ବର୍ଦ୍ଧନା
ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଓଡିଆ ନବବର୍ଷ ଓ ବିଶୁବମିଳନ ଅବସରରେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ ଙ୍କ ଦ୍ୱାରା କାଉନସିଲର ଗିରିଧାରୀ ସାହୁଙ୍କୁ…
ନଗରପାଳ ଙ୍କ ପରିମଳ ବ୍ୟବସ୍ଥାର ସମୀକ୍ଷା ବୈଠକ
ଭୁବନ : ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଗତ ମାସ ୩୦ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ କିନ୍ତୁ ପୌରାଧ୍ୟକ୍ଷ ଙ୍କ ପ୍ରକୋଷ୍ଠ କାର୍ଯ୍ୟ ଶେଷ ହୋଇନଥିବାରୁ ଆସନ ଅଧିଗ୍ରହଣ କରିନଥିଲେ । ଗତକାଲି ପୂର୍ବାହ୍ନରେ ପୌରାଧ୍ୟକ୍ଷ ଙ୍କ ଅଫିସ ପ୍ରକୋଷ୍ଠରେ ପୂଜାର୍ଚ୍ଚନା ହୋଇଥିଲା ଓ…
‘ବାଣୀ ସାହିତ୍ୟ ସଂସଦ’ ତରଫରୁ ବିଶୁବ ମିଳନ
ଭୁବନ : ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ତରଫରୁ ରଘୁନାଥ ଭବନ ଠାରେ ଆଜି ସଂଧ୍ୟାରେ ବିଶୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ…