Take a fresh look at your lifestyle.
Browsing Category

ଜିଲ୍ଲା ଖବର

ନଗରପାଳ ଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଭୁବନ : ଭୁବନ ଏନଏସି ର ନୂତନ ନଗରପାଳ ଶୁଭେନ୍ଦୁ ସାହୁ ପବିତ୍ର ଉତ୍କଳ ଦିବସ ଅବସରରେ ନୂଆବଜାରସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡାହୋଇ ଟୋକନ ଦେଇ ୫ ଟଙ୍କିଆ ଆହାର ମିଲ ଖାଇ ସମସ୍ତଙ୍କ ମନ ଜିଣି ନେଇଥିଲେ । ଭୁବନ ଆହାର କେନ୍ଦ୍ର ଟି ଉତ୍କଳ…

ବାଣୀ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ପାଳିତ

ଭୁବନ : ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ନୂଆ ଭୁବନ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଗୁଣ୍ଡିଚାପଡ଼ା ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଜାମେ ମସଜିଦଠାରେ ଅହମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଜାମେ ମସଜିଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜମାଅତର ସଭାପତି ସୁଲେମାନ ଅଲୀ ଖାଁ ଏହି…

ବି.ବି. ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ଢେଙ୍କାନାଳ:  ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ବିଶ୍ଵ ଜଳ ଦିବସ ପାଳିତ

ଢେଙ୍କାନାଳ:୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୨୨.୦୩.୨୦୨୨ ରିଖ ମଙ୍ଗଳବାର ରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର…

ଭୁବନ ଥାନା ତରଫରୁ ସହରରେ ମାର୍ଚ୍ଚ ଫାଷ୍ଟ

ଭୁବନ : ଆସନ୍ତା ୨୪ ତାରିଖ ଗୁରୁବାର ଦିନ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସଂପୂର୍ଣ୍ଣ ଭୟମୁକ୍ତ ଭାବେ ଭୋଟର ମାନେ ଯେଭଳି ଭୋଟ ଦେବେ ସେଥିପାଇଁ ଭୁବନ ଥାନା ତରଫରୁ ଆଜି ସାରା ସହରେ ମାର୍ଚ୍ଚ ଫାଷ୍ଟ କରାଯାଇଥିଲା ।…

ମଝିକାରେ ଦୋଳ ଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ: କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ମଝିକା ଗ୍ରାମରେ ଦୋଳଯାତ୍ରା ଆରମ୍ଭ ହୋଇଯାଇଛି ।ଦୁଇ ବର୍ଷ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ ସରକାରଙ୍କ ଆଇନ ଅନୁସାରେ ବନ୍ଦ ହୋଇଥିଲା। କରୋନା ମହାମାରୀ କରୋନା କମିବାରୁ ଦୋଳଯାତ୍ରା ପୁଣି ଆରମ୍ଭ ହୋଇଯାଇଛି । ରାଧାକୃଷ୍ଣ…

ଦୋଳ ମଣ୍ଡପ  ସାହିରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଉତ୍ସବ

ଢେଙ୍କାନାଳ: ସହର ଦୋଳ ମଣ୍ଡପ  ସାହିରେ ଥିବା ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିରରେ ଚୈତନ୍ୟଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପୁରାତନ ମନ୍ଦିରରେ ପ୍ରାୟ ୫୦ ରୁ ୬୦ ବର୍ଷ ହେଲା ଦୋଳ ପୂର୍ଣ୍ଣିମା ପାଳନ ହୋଇଆସୁଛି। ଆଜି ବିମାନରେ ଫୁଲ ସଜା ଯାଇ…

ବି.ବି. ହାଇସ୍କୁଲ ର ନବଗଠିତ ଶକ୍ତି କ୍ଲବର ଶକ୍ତି ସଂରକ୍ଷଣ ସେମିନାର

ଢେଙ୍କାନାଳ: ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ନୂତନ ଇଣ୍ଟରଆକ୍ଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ …

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ପାଳିତ

ଢେଙ୍କାନାଳ :   ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପ୍ରାତଃରୁ ମଙ୍ଗଳ ଆଳତୀ ଓ ମହାସ୍ନାନ ପରେ ଠାକୁରଙ୍କୁ ବସ୍ତ୍ର ପରିଧାନ କରାହାଇଥିଲେ। ଫୁଲ ଓ ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲବ ଭୋଗ ଲାଗି କରାଯାଇଥିଲା।…