Browsing Category
ଜିଲ୍ଲା ଖବର
ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଭୁବନ : ଭୁବନ ବ୍ଲକରସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ବେହେରାଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଡିଓ ଆଶୀର୍ବାଦ ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ସାହୁ , ଜିପିଇଓ ଶ୍ରୀକାନ୍ତ ବେହେରା , କନିଷ୍ଠ ଯନ୍ତ୍ରୀ…
ଭୋଜଦେଇପୁର ରେ ଗାଁ ପାଇଁ ଦିନଟିଏ ଅଭିଯାନ
ଢେଙ୍କାନାଳ: ଭୋଜଦେଇପୁର ଅଞ୍ଚଳର ଆରାଧ୍ଯ୍ୟ ପ୍ରଭୁ ଭୋଳେଶ୍ବର ମହାଦେବଙ୍କ ମନ୍ଦିର ପରିସର ଢେଙ୍କାନାଳ ଜିଲ୍ଲାର ଉତ୍ସାହି ବ୍ୟକ୍ତି ତଥା ଗାଁ କୁ ଭଲପାଉ ଥିବା ବ୍ୟକ୍ତିମାନଙ୍କୁ ନେଇ ଆରମ୍ଭ ହୋଇଥିବା ଗାଁ ପାଇଁ ଦିନଟିଏ ଅଭିଯାନ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସୂଚନା…
ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ,୩୪ୟୁନିଟ ରକ୍ତ ସଂଗ୍ରହ
କୋଣାର୍କ :କୋଣାର୍କର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସେବା ସଙ୍ଗଠନ କୋଣାର୍କ’ ପକ୍ଷରୁ ଆଜି ୨୭.୦୨.୨୦୨୧ରିଖ (ରବିବାର) ପୂର୍ବାହ୍ନ ୧୦ଘଟିକା ସମୟରେ କୋଣାର୍କ ସ୍ଥିତ କୋଣାର୍କ ଶୋଭନୀୟ ଶୀକ୍ଷା ଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ…
ରାଜୀବ ଲୋଚନ ବେହେରା ଭୁବନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ
ଭୁବନ : ଭୁବନ ତହସିଲ କାର୍ଯ୍ୟାଳୟରେ ରାଜୀବ ଲୋଚନ ବେହେରା ନୂତନ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ଶ୍ରୀ ବେହେରା ୨୦୦୬ ମସିହାରେ କଟକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ…
ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଆପ୍ ଘେରିଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ
ଢେଙ୍କାନାଳ : ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର l
ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି…
ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ
ଢେଙ୍କାନାଳ: ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଚାଲିଥିଲା ଅଷ୍ଟ ପ୍ରହରୀ।
ପ୍ରଥମ ଦିନ କଳସ ଘଟ ସ୍ଥାପନ କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଗତକାଲି ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ।
ଆଜି…
ଜନ ଶିକ୍ଷଣ ସଂସ୍ଥାନ ପକ୍ଷ ରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜନ ସିକ୍ଷଣ ସଂସ୍ଥାନ ପକ୍ଷ ରୁ ଢେଙ୍କାନାଳ ଷ୍ଟେସନ ବଜାର କାର୍ଯ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବରେ ଷଡ଼ଙ୍ଗୀ ଏସ୍ ଏସ୍ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅରୁଣୋଦୟ ସ୍ବାଇଁ, ସମ୍ମାନୀତ ଅତିଥି ଭାବରେ…
ରାଜବୀର ପାଇଁ ସହାୟତାର ହାତ ବଢାଇଲେ ଗୁଣ୍ଡିଚାପଡ଼ା ଯୁବସଙ୍ଗଠନ
ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାର ଯୁବକମାନଙ୍କ ପ୍ରୟାସରେ ସହାୟତା ଯୋଗାଇବା ନିମନ୍ତେ ଧନରାଶି ଏକାଠି ହେଉଛି। ଆସିଫ ଅଲ୍ଲୀ ଖାଁ, ଶେଖ୍ ଫରିଦ୍,ଶେଖ୍ ସଲିମ, ରିଜୱାନ ଅହମଦ, ସୁବ୍ରତ ରାଉତ ଆଦି ଯୁବକମାନେ ଏହି ଅବସରରେ ଡୋନେଟ ବକ୍ସ ଧରି ଘରେ ଘରେ ବୁଲି ଧନରାଶି…
ବ୍ରାହ୍ମଣୀ ବ୍ରିଜ ତଳକୁ ଟ୍ରଲ୍ ର ଖସି ଜଣେ ମୃତ,ଜଣେ ଗୁରୁତର ଆହତ
ଢେଙ୍କାନାଳ (ସର୍ବେଶ୍ୱର ମଲ୍ଲିକ ):ଆଜି ଭୋର୍ ସମୟ ରେ ସାରଙ୍ଗ ଧର ସେତୁ ତଳକୁ ଏକ ଟ୍ର ଲ ର ଖସିପଡି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଡାକ୍ତର ଖାନା ରେ ଭ ର୍ତ୍ତୀ ହୋଇଛନ୍ତି | ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ପରି ନାହିଁ |
ଢେଙ୍କାନାଳ ପଟୁ କାମାକ୍ଷା ନଗର ଆଡ କୁ…
ଆଦର୍ଶ ଶିକ୍ଷକ ଈଶ୍ୱରଚନ୍ଦ୍ର ସାହୁଙ୍କ ପରଲୋକ
ଢେଙ୍କାନାଳ : ଆଦର୍ଶ ଶିକ୍ଷକ ତଥା ଓଡ଼ାପଡ଼ା ବ୍ଲକର ଏବିଓ-କମ୍-ବିଆର୍ସି ଈଶ୍ୱରଚନ୍ଦ୍ର ସାହୁଙ୍କର ଗତ ରବିବାର ରାତି ପ୍ରାୟ ସାଢ଼େ ୪ଟାରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏଠାରେ…