Take a fresh look at your lifestyle.

ଭୁବନ ଥାନା ତରଫରୁ ସହରରେ ମାର୍ଚ୍ଚ ଫାଷ୍ଟ

0 9

Get real time updates directly on you device, subscribe now.

ଭୁବନ : ଆସନ୍ତା ୨୪ ତାରିଖ ଗୁରୁବାର ଦିନ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସଂପୂର୍ଣ୍ଣ ଭୟମୁକ୍ତ ଭାବେ ଭୋଟର ମାନେ ଯେଭଳି ଭୋଟ ଦେବେ ସେଥିପାଇଁ ଭୁବନ ଥାନା ତରଫରୁ ଆଜି ସାରା ସହରେ ମାର୍ଚ୍ଚ ଫାଷ୍ଟ କରାଯାଇଥିଲା ।

 

ଭୁବନ ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଙ୍କ ସମେତ କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେଓ,ଅତିରିକ୍ତ ଏସ ପି, ହେଡ କ୍ୱାଟର ସରଜେଣ ୍ଟ ୧ ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ଗହଣରେ ବିଭିନ୍ନ ସାହି, ଗଳି କନ୍ଦି ଇତ୍ୟାଦିରେ ମାର୍ଚ୍ଚ ଫାଷ୍ଟ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.