Take a fresh look at your lifestyle.
Daily Archives

March 2, 2022

ବିଜେଡିର ମିଶ୍ରଣ ପର୍ବ: ବିରୋଧି ଶୂନ୍ୟ ହେବ ଢେଙ୍କାନାଳ ନଗର

 ଢେଙ୍କାନାଳ : ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରନô ମଣ୍ଡପ ରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏବଂ କଂଗ୍ରେସ ଦଳର ବହୁ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ଦଳର ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ତଥା ପୂର୍ବତନ କାଉନସିଲର ଅନିମା…

ଶତାଧିକ ସମର୍ଥକ ଙ୍କ ସହ ବିଜେଡିରେ ମିଶିଲେ ମୁନ୍ନା : ଯୋଗଦାନ ଦଳକୁ ମଜବୁତ କରିବ- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନ : ଭୁବନ ର ଯୁବ ସମାଜସେବୀ , ଶିଳ୍ପଦ୍ୟୋଗି , ୟୁଥ ଆଇକନ ଶୁଭେନ୍ଦୁ ସାହୁ (ମୁନ୍ନା) ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଶଙ୍ଖ ଫୁଙ୍କିଲେ । ନିଜର ୨ ଶହରୁ ଉଦ୍ଧ୍ୱର୍ ସମର୍ଥକ ଙ୍କ ସହ ବାଜା,ବାଣ ରୋଷଣୀରେ ସହର ପରିକ୍ରମା କରି ପାଲାମଣ୍ଡପ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ…