Take a fresh look at your lifestyle.

ମଝିକାରେ ଦୋଳ ଯାତ୍ରା ଅନୁଷ୍ଠିତ

0 13

Get real time updates directly on you device, subscribe now.

ଢେଙ୍କାନାଳ: କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ମଝିକା ଗ୍ରାମରେ ଦୋଳଯାତ୍ରା ଆରମ୍ଭ ହୋଇଯାଇଛି ।ଦୁଇ ବର୍ଷ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ ସରକାରଙ୍କ ଆଇନ ଅନୁସାରେ ବନ୍ଦ ହୋଇଥିଲା।

କରୋନା ମହାମାରୀ କରୋନା କମିବାରୁ ଦୋଳଯାତ୍ରା ପୁଣି ଆରମ୍ଭ ହୋଇଯାଇଛି । ରାଧାକୃଷ୍ଣ ଠାକୁରଙ୍କୁ ଗ୍ରାମର ଦୋଳ ମଣ୍ଡପରେ ପୂଜାର୍ଚନା କରିଯାଇଥିଲା। ଗ୍ରାମ କମିଟି ସୁରୁଖୁରୁରେ ଦୋଳଯାତ୍ରା କରି ମନରଞ୍ଜନ କାର୍ଯ୍ୟକ୍ରମ ବାଦଦଣ୍ଡ ପରିବେଷଣ କରାଯାଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.