Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଶିବ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ନିତ୍ୟାନନ୍ଦ

ଢେଙ୍କାନାଳ :ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ନରଣପୁର ସ୍ଥିତ ଶିବ ମନ୍ଦିର ପରିସରରେ ଏକ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନରଣପୁର ଗ୍ରାମର ନିତ୍ୟାନନ୍ଦ ଦାସ ନୂତନ ମନ୍ଦିରର ଉନ୍ନତି କରଣ ପାଇଁ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।…

ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ବିଶ୍ୱନାଥ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ୧ ନମ୍ବର ଜୋନ ରେ ଏବେ ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ବିଶ୍ୱନାଥ ଚିନରା । ସେ ଜଣେ ସୈାଖିନ ଭଜନ କଳାକାର ଭାବେ ବେଶ ଜଣାଶୁଣା । ଯଦିଓ କୈାଣସି ଭଜନ ସୋ କୁ ଯାଆନ୍ତି ନାହିଁ ନିଜେ ତାଙ୍କ ଗ୍ରାମ ର…

ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ଢେଙ୍କାନାଳ :ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ…

ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବୀ ନେଇ ଥିଙ୍କର୍ସ ଫୋରମର ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଥିଙ୍କର୍ସ ଫୋରମ ତରଫରୁ ଜିଲ୍ଲାରେଜନ୍ମିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକର ଯତ୍ନନେବା, ଜିଲ୍ଲାପାଠାଗାରକୁ ନିୟମିତ ଖୋଲିବା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ପ୍ରମୋଦ ଉଦ୍ୟାନ ଖୋଲବାକୁ…

ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ : ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଆଲୋକ ରଂଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ…

ଶ୍ୱଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା

ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ରଘୁନାଥ ପୁର ଗାଁରେ ଶ୍ୱଶୁର ଘରେ ଜ୍ୱାଇଁ ବେକ ରେ ରାଶି ଦେଇ ଆତ୍ମହତ୍ୟା କରିଛନ୍ତି |ମୃତ ଜ୍ୱାଇଁ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ଗଉଡ଼କାଟେଣୀ ଗାଁ ର ମିଥୁନ ନାଏକ (25) ବୋଲି ଜଣା ପଡିଛି | ଆତ୍ମହତ୍ୟା ର କାରଣ ଜଣାପଡ଼ିନାହିଁ…

ପଥର ଖଣିରେ ଚଢାଉ: ୪ ହିଟାଜି ମେସିନ ଜବତ, ୧୦ଲକ୍ଷ ଟଙ୍କା ଜରିମାନା

ଢେଙ୍କାନାଳ : ଦୀର୍ଘଦିନର ବ୍ୟବଧାନ ପରେ ପ୍ରଶାସନ ପକ୍ଷରୁ ଏକ ପଥର ଖଣି ଉପରେ ଚଢାଉ କରାଯାଇ ୪ ଟି ହିଟାଜି ମେସିନ ଜବତ କରାଯାଇ ୧୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଫୋର୍ସମେଣ୍ଟ ସ୍କାର୍ଡର ଚଢାଉ କରାଯାଇ…

ଭୂଷଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ଭୁବନ: ଭୁବନ ବ୍ଲକ ଭୁଷଳ ଗ୍ରାମର ଲୋକନାଥେଶ୍ୱର ଶିବ ମନ୍ଦିର ଠାରେ ମାଘ ସପ୍ତମୀ ଅବସରରେ ତିନି ଦିନ ବ୍ୟାପୀ ଅଷ୍ଟପ୍ରହର ନାମ ସଂକୀର୍ତନ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପଂଚମୀ ଦିନ ଶୁଭ ଅଧିବାସ ଓ କଳସ ସ୍ଥାପନ, ଷଷ୍ଠୀ ଦିନ ନାମଯଜ୍ଞ, ସପ୍ତମୀ…