Take a fresh look at your lifestyle.

ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ

0 13

ଢେଙ୍କାନାଳ: ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଚାଲିଥିଲା ଅଷ୍ଟ ପ୍ରହରୀ।

ପ୍ରଥମ ଦିନ କଳସ ଘଟ ସ୍ଥାପନ କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଗତକାଲି ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ।
ଆଜି ଶେଷ ଦିନରେ ନଗର ପରିକ୍ରମା ସହ ଦହି ହାଣ୍ଡି ଭଙ୍ଗନ କରାଯାଇଥିଲା। ଏଥିରେ ଗ୍ରାମବାସୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.