Browsing Category
ଜିଲ୍ଲା ଖବର
ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ
କାମାକ୍ଷାନଗର : ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର।
ଶ୍ରମିକ ଭାବରେ…
ମଉଳି ଯିବାକୁ ବସିଛି ଅନାଥ ପିଙ୍କିର ସ୍ବପ୍ନ
କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଉପର ଦଳିତ ସାହିର ସ୍ବର୍ଗତ ବିଜୁ ନାଏକଙ୍କ କନ୍ୟା ପିଙ୍କି। ହେତୁ ପାଇବା ପୂର୍ବରୁ ବାପା ପର କରି ଆରପାରିକୁ ଚାଲିଗଲେ।
ସମ୍ପର୍କୀୟଙ୍କ କହିବା ଅନୁସାରେ ବିଜୁ କୌଣସି ଦୂରାରୋଗ୍ୟ ବ୍ୟାଧିରେ ଚିକିତ୍ସିତ…
ସିଦ୍ଧ ବଳରାମଜୀଉଙ୍କ ବସ୍ତ୍ର ଓଲାଗି ନୀତି ସମାପନ
ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଘୋଡ଼ଲାଗି ଷଷ୍ଠୀ ଠାରୁ ଲାଗି ହୋଇଥିବା ବସ୍ତ୍ର ଓଲାଗି କରାଯାଇଛି। ବସନ୍ତ ପଞ୍ଚମୀ ଉପଲକ୍ଷେ ଓଲାଗି ନୀତି ସମାପନ କରାଯାଇଛି।
ଦୀର୍ଘ ଏକ ମାସ ଧରି ଲାଗି ହୋଇଥିବା ଵସ୍ତ୍ର ଆଜି ସନ୍ଧ୍ୟା…
ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଗୋରୁଗାଈଙ୍କ ମୃତ୍ୟୁ
କାମାକ୍ଷାନଗର : ଶୀତ ଋତୁରେ ଗୋରୁଗାଈଙ୍କ ଠାରେ ଏଫ୍ଏମ୍ଡି(ଫୁଡ୍ ମାଉଥ ଡିଜିଜ) ନାମକ ଏକ ପ୍ରକାର ସଂକ୍ରମିତ ରୋଗ ଦେଖାଯାଇଥାଏ। ଏହା ସାଧାରଣତଃ ଫାଟୁଆ ରୋଗ ବୋଲି କହିଥାନ୍ତି।
ଏହି ରୋଗ ହେଲେ ଗୋରୁ ଗୋଡ଼ ଖୁରା ନିକଟରେ କ୍ଷତ ଦେଖାଯିବା ସହ ପାଟିରେ ମଧ୍ୟ ଘାଆ ହୋଇଥାଏ। ଏହି ରୋଗ ପାଇଁ…
ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ରଥ କାଠ ଅନୁକୂଳ
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ଆଞ୍ଚଳିକ ରଥଯାତ୍ରା କମିଟି ଆନୁକୂଲ୍ୟରେ ଆଜି ଅଷ୍ଟମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ବିଧି ଅନୁଯାୟୀ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ହୋଇଥାଏ । ଆଜି ଅପରାହ୍ନରେ ମନ୍ଦିର…
ବାଲି ଚୋରା ଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ
ଢେଙ୍କାନାଳ:ଚୋରା ବାଲି ଚାଲାଣ ରେ ବ୍ୟବହୃତ ଏକ ଟ୍ରାକ୍ଟରଜବତ ହୋଇଛି | ଟ୍ରାକ୍ଟର ଟି କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଗ୍ରାମର ବିରଞ୍ଚି ସାହୁଙ୍କର ବୋଲି ଜଣାପଡିଛି | ଟ୍ରାକ୍ଟର ନମ୍ବର OD06J2708 ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି |
ତାଳଚେର ଅଞ୍ଚଳ ସମାକୋଇ ନଦୀରୁ ପ୍ରତିଦିନ…
ମା ତାରାତାରିଣୀ ଓ ସାଇ ବାବାଙ୍କର ନବମ ବାର୍ଷିକ ଉତ୍ସବ
ଢେଙ୍କାନାଳ: ଭାଗିରଥି କୂଳରେ ଥିବା ମା ତାରାତାରିଣୀ ଓ ସାଇ ବାବାଙ୍କର ନବମ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ମା ଙ୍କୁ ବିଭିନ୍ନ ଅତରରେ ସ୍ନାନ କରାଯାଇ ନୂତନ ବସ୍ତ୍ର ବିଭିନ୍ନ ପ୍ରକାର ପୁଷ୍ପହାର ସୁସଜିତ କରାଯାଇଥିଲା ।
ବିଭିନ୍ନ ଉପଚାର ମା ଙ୍କର ପୂଜାର୍ଚନା କଳସ କରାଯାଇଥିଲା ।…
ଯୋରନ୍ଦା ଅଞ୍ଚଳର ବରପୁତ୍ର ସଚ୍ଚିଦାନନ୍ଦ ତ୍ରିପାଠୀଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦାଠାରେ ଆଜି ଯୋରନ୍ଦା ଅଞ୍ଚଳର ବରପୁତ୍ର ତଥା ଯୋରନ୍ଦା ଅଞ୍ଚଳର ବିକାଶର ବିନ୍ଧାଣୀ ସଚ୍ଚିଦାନନ୍ଦ ତ୍ରିପାଠୀଙ୍କର ୩୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ସଚ୍ଚିଦାନନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ସଭାପତି ରବିନାରାୟଣ…
ଶହିଦ ଅରୁଣ ନାୟକ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳନ
କଙ୍କଡାହାଡ : ଗତ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ମାଲକାନଗିରି ଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହିଦ ହୋଇଥିବା ଅରୁଣ ନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପୈତୃକ ଗ୍ରାମ କଙ୍କଡାହାଡ ବ୍ଲକ ମରୁଆବିଲି ପଞ୍ଚାୟତ ଗୋଡିସାହି ଗ୍ରାମରେ ଶହିଦଙ୍କ ସ୍ମୃତି ପୀଠ ଠାରେ ପାଳନ ହୋଇଯାଇଛି ।…
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଡକାମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି। ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ…