Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଆଚରଣ ବିଧି ପାଳନ ନିମନ୍ତେ ବୈଠକ

ଢେଙ୍କାନାଳ :ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ବ୍ଲକ ସଭାଗୃହ ଠାରେ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ମାନଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଜିଲା ପରିଷଦ ସଭ୍ୟ ୫ଲକ୍ଷ…

ଟୋକନ ଅବଧି ସରିବାକୁ ବସିଛି: ଧାନ ଉଠାଇବାକୁ ବ୍ୟବସ୍ଥା ନାହିଁ

ଢେଙ୍କାନାଳ: ଏବର୍ଷ ଆମ ଜିଲା ରେ ଚାଷୀ ମାନେ ଧାନ ବିକି ପାରୁ ନାହାନ୍ତି, ଶାସନ କଳ ର ଫୋକସରେ ପଞ୍ଚାୟତ ନିର୍ବାଚନ ଅଛି, ଆଉ ପ୍ରଥମ ସେବା ସମବାୟ ସମିତି ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଦାନ କିଣୁଛି । ସମନ୍ୱୟ ଅଭାବ ରୁ ସବୁଠି ଅବ୍ୟବସ୍ଥା । ଢେଙ୍କାନାଳ ସଦର ବ୍ଳକ ତାଳବରକୋଟ ଗ୍ରାମରେ…

ପ୍ରଥମ ମହିଳା ପୌରାଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା

ଢେଙ୍କାନାଳ: ସ୍ଥାନୀୟ ବାଜିଚୌକସ୍ଥିତ ସୀତାରାମ ମଠ ପ୍ରାଙ୍ଗଣ ଠାରେ ଢେଙ୍କାନାଳର ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଓ ପ୍ରଥମ ମହିଳା ପୌର ଅଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ପୂଜ୍ୟପୂଜା ପରିଷଦର ଭାପତି ଶିଳ୍ପୀ ପରେଶ ପଟ୍ଟନାୟକଙ୍କର…

ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମହାପ୍ରୟାଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ଭର୍ଚୁଆଲ ମୋଡ଼ ରେ ମହାପ୍ରୟାଣ ଦିବସ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ…

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସହିଦ୍ ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇ ସତ୍ୟ ଅହିଂସା ଶାନ୍ତି, କାଟିକରି ପିନ୍ଧ…

 ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ : ୫୫ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମାଣ ଧୀନ ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହାରପ୍ରତିବାଦରେ ଗ୍ରାମବାସୀମାନ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ସମାଧାନ କରିବାକୁ ଦାବୀ କରିଛନ୍ତି ।…

ପଦ୍ମଭୂଷଣ ଡ. ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ : କୁଞ୍ଜ ବିହାରୀ ଜରାଶ୍ରମରେ ପ୍ରତିଯୋଗିତା

ଢେଙ୍କାନାଳ : ସହରର କାଠଗଡାସ୍ଥିତ କୁଞ୍ଜ ବିହାରୀ ଜରାଶ୍ରମରେ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନ୍ତେବାସୀ ମହିଳାଙ୍କ ମଧ୍ୟରେ ପୂରାଣ କଥା କୁଇଜ୍, ଝୋଟି, ହୁଳହୁଳି ଓ ମ୍ୟୁଜିକ୍ ଚେୟାର୍ ଏବଂ ବୃଦ୍ଧଙ୍କ ମଧ୍ୟରେ ପୁରାଣ କୁଇଜ୍ ପ୍ରତିଯୋଗିତା ପଦ୍ମଭୂଷଣ ଡ.…

ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ପୂରଣ ନ ହେଲେ ଭୋଟ ବର୍ଜନ ନିଷ୍ପତ୍ତି

ଢେଙ୍କାନାଳ : ସଂସ୍କୃତିସମ୍ପନ୍ନ ଗ୍ରାମ ଦୁର୍ଗାପ୍ରସାଦ ମୌଜାକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ପୁନର୍ବାର ଦାବି ଉଠିଛି | ଢେଙ୍କାନାଳ ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଏହି ମୌଜାରେ ବର୍ତ୍ତମାନ ୧୬ଶହ ଅଧିବାସୀ ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୫୦ଜଣ ଭୋଟର ରହିଛନ୍ତି | ହେଲେ…

୧୯୭୧ ଭରତ ଓ ପାକିସ୍ତାନ ଯୁଦ୍ଧର ସହିଦ୍ ଓଡ଼ିଆ ଯବାନଙ୍କୁ ମିଳିଲା ସମ୍ମାନ

 ଢେଙ୍କାନାଳ: କଣ୍ଟାବଣିଆ ଥାନା ନିକଟସ୍ଥ ମଙ୍ଗଳପୁର ଗ୍ରାମରେ 'ଶହୀଦ୍ କୋ ଶତ୍ ଶତ୍ ନମନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ସାରା ଦେଶରେ'ଆଜାଦ୍ କି ଅମୃତ ମହୋତ୍ସବ' ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଦ୍ଵାରା ଶହୀଦମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ…

 ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ପରିଷଦ ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଡୋର ଷ୍ଠେପ୍ ଶିକ୍ଷଣ କାର୍ଯ୍ୟ, ବାଲା…