Browsing Category
ଜିଲ୍ଲା ଖବର
ଦେଶ ପ୍ରେମ ବିଶ୍ୱାସର ଅବିଚ୍ଛେଦ୍ୟ ଅଙ୍ଗ : ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ
ଢେଙ୍କାନାଳ (ଅନସାର ଅଲୀ ଖାଁ) : ୭୩ତମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଅହମ୍ମଦିଆ ମୁସଲିମ ଜମାତ ଭାରତ କହିଛି ଯେ ୨୬ ଜାନୁଆରୀର ଐତିହାସିକ ଦିନ ଭାରତର ପ୍ରଗତିର ମୂଳଦୁଆ ପକାଇଥାଏ। ଆଜି ଠାରୁ ୭୩ ବର୍ଷ ପୂର୍ବେ ଅର୍ଥାତ୍ ସ୍ୱାଧୀନତାର ଅଢେଇ ବର୍ଷ ପରେ ୧୯୫୦ ମସିହାରେ ଦେଶରେ…
ଭୁବନ ର ବିଭିନ୍ନ ସ୍ଥାନରେ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନ ପଂଚାୟତ ସମିତି
ଭୁବନ : ଭୁବନ ପଂଚାୟତ ସମିତି ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଡିଓ ଆଶୀର୍ବାଦ ପରିଡା ଜାତୀୟ ପତାକା ଉତୋଳନ କରି କରି କହିଥିଲେ ଯେ, ଗଣତନ୍ତ୍ରକୁ ରକ୍ଷା କରିବା ଆମର କାମ । ଭାରତ ଆଜି ସୁପରପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ…
ଆପ୍ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟଠାରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଉଦୀୟମାନ ନାରୀ ନେତ୍ରୀ ତଥା ସମାଜସେବୀ ସ୍ନେହଲତା ମହାନ୍ତି ଏବଂ ଜିଲ୍ଲା ଆବାହକ ପଙ୍କଜ ନାୟକ ମିଳିତ ଭାବେ ଧ୍ବଜାରୋହଣ କରିଥିଲେ l
ତାଛଡା କର୍ମୀ ମାନେ ଏକ…
ଢେଙ୍କାନାଳ କଲେଜ: ପରୀକ୍ଷା ନ କରିବା ଦାବୀ ରେ +2 ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ
ଢେଙ୍କାନାଳ: ଆଜି ଢେଙ୍କାନାଳ କଲେଜ ରେ +2 ଛାତ୍ର ଛାତ୍ରୀ ଆନ୍ଦୋଳନ କରିଛନ୍ତି । କଲେଜ ଗେଟ ଆଗରେ +2 ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। କରୋନା ପାଇଁ କାଲେଜ ବନ୍ଦ କରାଯାଇଛି, ସେଥିପାଇଁ ପରୀକ୍ଷା ନ କରିବା ପାଇଁ ତାଙ୍କର ଦାବୀ ରହିଛି ।
ସେମାନେ ସଠିକ ଭାବରେ କୋର୍ସ ସାରିପାରି…
ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭବାନୀପାଟଣା: ଆଜି ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ।
ଏହି ଅବସରରେ…
ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପରିସର ରେ ସାଧାରଣତନ୍ତ୍ର ଦିବସ ପାଳନ
ଢେଙ୍କାନାଳ: ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଢେଙ୍କାନାଳ ସାମାଜିକ ସୁରକ୍ଷା ପରିସର ଗୋବିନ୍ଦପୁର ଠାରେ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।
ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲ, ମୁଖ୍ୟ ବକ୍ତଭାବେ ବିଭୂତି…
ହୀରା ମଣି ଦାସ ଙ୍କ ବିୟୋଗ: ରୁଦ୍ର ପାଣିଙ୍କ ଶୋକ
ଢେଙ୍କାନାଳ: ବିଜେପି ଯୁବ ମୋର୍ଚା ନଗର ମଣ୍ଡଳ ସଭାପତି ସଂକଳ୍ପ ଦାସ ଙ୍କ ଜେଜେ ମା ହୀରା ମଣି ଦାସ ଙ୍କ ବିୟୋଗ ହୋଇଯାଇଛି । ଆଜି ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ସଭାପତି ସଂକଳ୍ପ ଦାସ ଙ୍କ ବାସ ଭବନ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।…
ବଞ୍ଚି ଥାଉ ଥାଉ ମୃତ୍ୟୁ : ରାସନ କାର୍ଡରୁ ବାଦ ପଡିଲେ କୁନ୍ତଳା
କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର କୁନ୍ତଳା ପଧାନ, ସ୍ୱାମୀ-ଗୌରାଙ୍ଗ ପଧାନ ବୟସ 90, ଗରିବ ପରିବାର ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ମିଳୁନଥିବା ଡିଲରକୁ ପଚାରି ବୁଝିଥିଲେ ଡିଲର କହିଲେ ହିତାଧିକାରୀ…
ଜରଡ଼ାରେ ହାତୀ ଉପଦ୍ରଵ
କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ାରେ ହାତୀ ଉପଦ୍ରଵ। ଗାଁ ର ଗୁରୁବାରୀଆ ସ୍ୱାଇଁଙ୍କ ଘରେ ରାତିରେ ଘରେ ପଶି ପାଚେରୀ ଭାଙ୍ଗି କଦଳୀ ଗଛ ନଷ୍ଟ କରିଦେଇଛି। ଗାଁ ଲୋକ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାନ୍ତି। ଗାଁ ଲୋକ ହାତୀ ଘଉଡ଼ାଇବା…
କାଣ୍ଡବିନ୍ଧା ଓ ଦେଓଗାଁ ରେ ଜାତୀୟ ବାଳିକା ଦିବସ ପାଳିତ
ଢେଙ୍କାନାଳ: ଓଡାପଡା ବ୍ଲକ କାଣ୍ଡବିନ୍ଧା ଏବଂ ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି ।
ସଖି ୱନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରଶାସିକା ମଧୁଛନ୍ଦା ଘଡେଇ, ପରମର୍ଶଦାତ୍ରୀ ରଞ୍ଜିତା ମଞ୍ଜରୀ କର, ନିବେଦିତା ସାହୁ…