Take a fresh look at your lifestyle.
Browsing Category

ଜିଲ୍ଲା ଖବର

ପରିବା ମାର୍କେଟ ରୁ ମୋବାଇଲ ଲୁଟେରାଙ୍କୁ ପୋଲିସ ଜିମା ଦେଲେ ଲୋକ

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟ ରେ ରୀତିମତ ମୋବାଇଲ ଚୋରୀ ହେଉଥିଲା । ମାସକ ମଧ୍ୟରେ ପ୍ରାୟ ୨୦ ରୁ ଉଦ୍ଧ୍ୱ ର୍ମୋବାଇଲ ଚୋରୀ ହୋଇଥିଲା । ଆଜି ସକାଳ ୯ ଘଟିକା ସମୟରେ ଏକକାଳୀନ ୩ ଟି ମୋବାଇଲ ଚୋରୀ ହେବା ଫଳରେ କୋକୁଆ ଭୟସୃଷ୍ଟି…

କୋଭିଡ ସଂକ୍ରମଣ ଚିହ୍ନଟ: କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ଢେଙ୍କାନାଳ: ଜିଲ୍ଲା କୋର୍ଟ ଜୁଡ଼ିସିଆଲି ଅଫିସରୁ ୧୦ ରୁ ଉର୍ଦ୍ଧ୍ବ ସଂଖ୍ୟକ କର୍ମଚାରୀ କୋଭିଡ ସଂକ୍ରମଣ ଚିହ୍ନଟ । କୋର୍ଟ ପରିସରକୁ ଆଜିଠାରୁ ୨୭ ତାରିଖ ସକାଳ ସାତଟା ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା। ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ଜାରି କଲେ ଜିଲ୍ଲାପାଳ…

ଢେଙ୍କାନାଳ ଥିଙ୍କର୍ଷ ଫୋରମ ପକ୍ଷରୁ ନେତାଜୀ ଜୟନ୍ତୀ

ଢେଙ୍କାନାଳ : ମହାନ ବିପ୍ଲବୀ ତଥା ଭାରତ ସ୍ୱାଧୀନତା ର ଅନ୍ୟତମ ସଂଗ୍ରାମୀ, ଆଜାଦ ହିନ୍ଦ ଫୌଜ ର ପ୍ରତିଷ୍ଠାତା ଓଡିଶା ର ବରପୁତ୍ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ର 125 ତମ ଜୟନ୍ତୀ ଦିବସ ଅବସର ରେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ବରିଷ୍ଠ ସଦସ୍ୟ ମାନେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ…

ଗୋପାଳପୁର ଗାଁରେ ହାତୀ ଦଳି ମାରି ଦେଇଛି- ଜଣେ ମୃତ

ଢେଙ୍କାନାଳ  : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାସ ବନାଞ୍ଚଳର ଗୋପାଳପୁର ଗାଁର ଜଣେ ୭୪ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ହାତୀ ଦଳି ମାରି ଦେଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୋପାପୁର ଗାଁର ଫକିର ନାୟକ ବୋଲି ଜଣାପଡିଛି । ଦେଓଗାଁ ଗ୍ରାମର ଫକିର ଶୈାଚ ହେବା ପାଇଁ ରବିବାର ଭୋର ସମୟ ରେ ନିଜ…

ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ

ହିନ୍ଦୋଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କର୍ମଚାରୀ ମାନେ ଦୁଇ ଜଣ ଶିକାରୀ ଗିରଫ କରିଛନ୍ତି । ଉଭୟଙ୍କ ନାମ ରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି । । ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ସେକସନର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୮ ନମ୍ବର…

ଗୋବିନ୍ଦପୁର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଚୋରି

ଭୁବନ : ଭୁବନ ବ୍ଲକ ମର୍ଥାପୁର ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମ ର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଟିକୁ ଗତ କାଲି ରାତି ରେ କିଛି ଦୁର୍ବୃତ ମାନେ ଚୋରି କରି ନେଇଛନ୍ତି | ଚୋର ମାନେ ଗଛ ର ଗଣ୍ଡି କୁ ନେଇଯାଇ ଡାଳ ଛାଡି ଯାଇଛନ୍ତି | ସ୍ଥାନିୟ ଲୋକ ଙ୍କ ର ଏଥି ରେ ହାତ…

ଡଃ ବିଧାନ ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନଜୀବି ଓ ସାହିତ୍ୟିକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମବାୟବିତ୍ ତଥା ସମୀକ୍ଷକ ସୁକାନ୍ତ…

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

କାମାକ୍ଷାନଗର : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଇଚ୍ଛାବତୀପୁର ରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋକୁଳ ବିହାରୀ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରି ଚରଣ ରାଉତ ଯୋଗଦାନ କରିଥିଲେ । ଶ୍ରୀ ରାଉତ…

ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ: ସ୍ଥାନୀୟ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚିରୁଳେଇ ସ୍ଥିତ ରଘୁନାଥଜିଉ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଦିବସ ପାଳିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମ ଅବସର ରେ ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

୯ ଶିଶୁ ଶ୍ରମିକ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ଏବଂ ଗୋପାଳ ସାଗର ଅଞ୍ଚଳରେ ଚଢାଉ କରାଯାଇ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିଦେ୍ର୍ଦଶରେ ଏକ ଟିମ ଗଠନ କରାଯାଇଥିଲା ।…