Take a fresh look at your lifestyle.

ଢେଙ୍କାନାଳ କଲେଜ: ପରୀକ୍ଷା ନ କରିବା ଦାବୀ ରେ +2 ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ

0 86

Get real time updates directly on you device, subscribe now.

ଢେଙ୍କାନାଳ: ଆଜି ଢେଙ୍କାନାଳ କଲେଜ ରେ +2 ଛାତ୍ର ଛାତ୍ରୀ ଆନ୍ଦୋଳନ କରିଛନ୍ତି । କଲେଜ ଗେଟ ଆଗରେ +2  ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି।  କରୋନା ପାଇଁ କାଲେଜ ବନ୍ଦ କରାଯାଇଛି, ସେଥିପାଇଁ ପରୀକ୍ଷା ନ କରିବା ପାଇଁ ତାଙ୍କର ଦାବୀ ରହିଛି  ।

ସେମାନେ ସଠିକ ଭାବରେ କୋର୍ସ ସାରିପାରି ନାହାନ୍ତି, ସେପଟେ ପରୀକ୍ଷା କରିବା ପାଇଁ ସରକାର ଙ୍କ ନୋଟିସ ଆସିଛି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀ ଙ୍କ କହିବା ଅନୁଯାଇ 3ମାସ ପାଠପଢା ହେଲା ପରେ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ଯଦି ଏହା ଉପରେ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେଲେ, ତେବେ ଆନ୍ଦୋଳନ କରିବେ ବୋଲି ଛାତ୍ରଛାତ୍ରୀ  ଚେତାବନୀ  ଦେଇଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.