Browsing Category
ଜିଲ୍ଲା ଖବର
ଭୁବନ ରେ ” ଆମ ପ୍ରତିଭା ଆମ ସମ୍ମାନ ” କାର୍ଯ୍ୟକ୍ରମ: ୫୦ ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
ଭୁବନ: ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ "ଆମ ପ୍ରତିଭା ଆମ ସମ୍ମାନ" ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ଶିଶୁ ଦିବସ ଭୁବନ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ସ୍ୱାଧୀନ ଭାରତର…
ଭୁବନ ରେ ଗଜଲକ୍ଷ୍ମୀ ଙ୍କ ଭସାଣି
ଭୁବନ : ଭୁବନ ରେ ଗତ ୨୮ ତାରିଖ ଶନିବାର ଠାରୁ ବିଭିନ୍ନ ପୂଜା ପ୍ରତିଷ୍ଠାନ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ହେଉଥିବା ବେଳେ ଗତ କାଲି ଠାରୁ ପର୍ଯ୍ୟାୟ କ୍ରମେ ମା ଲକ୍ଷ୍ମୀ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ରବିବାର ସର୍ବ ପ୍ରଥମେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ…
ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱର୍ଗତା ପ୍ରଧାନ ମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ
ଢେଙ୍କାନାଳ: ଅଦ୍ୟ ତା 31/10/2023(ମଙ୍ଗଳ ବାର)ରିଖ ସ୍ଥାନୀୟ ଗାନ୍ଧୀ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ପୂଣ୍ଯ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ…
ନିୟୁ ଓରିଶା ଦ୍ୱାରା ଉର୍ନ୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ
ସଦର ବ୍ଲକ: ର ଭଳିଆବୋଲକାଟେଣୀ ଗ୍ରାମ ପଂଚାୟତ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ସଂସାଇଲୋ ଗ୍ରାମ ରେ ନିୟୁ ଓରିଶା ସାମାଜିକ ସଂଗଠନ ଓ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ଙ୍କ ମିଳିତ ସହଯୋଗ ରେ ଉର୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.।
ଏହି କାର୍ଯ୍ୟକ୍ରମ ରେ…
ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
ଢେଙ୍କାନାଳ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହେଇଯାଇଛି l ଏହି ଅବବସରରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ନୀଳ ପତାକା ଦେଖାଇ ସଞ୍ଚୟ ରଥର ଶୁଭାରମ୍ଭ କରିଛନ୍ତି l
ଏହି ରଥର ମୁଖ୍ୟ ଉଦ୍ୟେଶ ହେଇଛି ଲୋକମାନଙ୍କୁ ସଞ୍ଚୟ ର ଉପକାରିତା…
ଓଡିଶା ବିପର୍ଯୟ ପରିଚାଳନା ପ୍ରସ୍ତୁତି ଦିବସ ପାଳିତ
ଢେଙ୍କାନାଳ :ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତା ରେ ଓଡିଶା ବିପର୍ଯୟ ପରିଚାଳନା ପ୍ରସ୍ତୁତି ଦିବସ ପାଳିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସେଠି କହିଥିଲେ ଯେ,…
ଭୁବନ କଂଗ୍ରେସ ତରଫରୁ ବନ୍ଧୁ ମିଳନ
ଭୁବନ : ଭୁବନ ଟାଉନ କଂଗ୍ରେସ ତରଫରୁ ସ୍ଥାନୀୟ ବଣଚଣ୍ଡୀ ପୀଠରେ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ବିନୋଦ ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା…
ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଚାଲିଛି ମା ‘ ଙ୍କ ପୂଜା
ଭୁବନ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା ' ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚନ୍ଦ୍ର ଗ୍ରହଣ ସକାଶେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନରେ ମା ' ଙ୍କ ପୂଜା ଶେଷ କରାଯାଇ ପହଡ଼ ପଡ଼ିଥିଲା ।
ଚଳିତ ବର୍ଷ ମଉଡମଣି ପୂଜା…
ଭୁବନ ଲକ୍ଷ୍ମୀପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ,ସାଂସଦ
ଭୁବନ : ଗତ କାଲି ଠାରୁ ଭୁବନ ର ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି ।ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଯୁବକ ସଂଘ, ଅରାସାହି ର ସ୍ଵତନ୍ତ୍ର ନିମନ୍ତ୍ରଣ କ୍ରମେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…
ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା -2023 ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ : ଆଜି ଅପରାହ୍ନରେ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ବିଶ୍ଵପ୍ରସିଦ୍ଧ ଗଜଲଷ୍ମୀ ପୂଜା ଅବସରରେ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା 2023 ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l
ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ…