Take a fresh look at your lifestyle.
Browsing Category

ଜିଲ୍ଲା ଖବର

ପାଚିକା – ସହାୟିକା ସଂଘର ବୈଠକ: ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ଦାବୀ

ଢେଙ୍କାନାଳ :  ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଗତ ସେପ୍ଟେମ୍ବର ୨୭ ତାରିଖରେ ହୋଇଯାଇଥିବା…

ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ ସ୍ୱନକ୍ଷତ୍ର ଉତ୍ସବ

ଢେଙ୍କାନାଳ : ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ର ୧ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ରୂପେ ଶ୍ରୀ ଶ୍ରୀ…

ମହିଳା ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର

ଭୁବନ ୧୯.୧୧-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ ସି ଏସ ଏସ ଆର , ନୂଆଦିଲ୍ଲୀ ଆନୁକୁଲ୍ୟରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ହ୍ୟୁମାନ ରାଇଟସ୍ କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏକବିଂଶ ଶତାବ୍ଦୀରେ ନାରୀ ଙ୍କ…

ମହିମା ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ମହିମାଗାଦି, ତା ୧୮.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟ କ୍ରମରେ ଡକ୍ଟର ଆଶୁତୋଷ ମିଶ୍ର ଏବଂ ଫାର୍ମାଶିଷ୍ଟ ଶ୍ରୀ ଦେବାଶିଷ…

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୯୨ ଭିନ୍ନକ୍ଷମ ପଞ୍ଜୀକୃତ

ଭୁବନ ୧୮.୧୧- ଭୁବନ ବ୍ଲକ ପ୍ରଶାସନ ତରଫରୁ ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ମାନସିକ…

ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ଯୋଗଦେଲେ ନରେଶ ସାହୁ

ଭୁବନ ୧୮.୧୧- ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ନରେଶ କୁମାର ସାହୁ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ସାହୁ ପୂର୍ବତନ ଆଇଆଇସି ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ବିଦାୟୀ ଆଇଆଇସି ଶ୍ରୀଯୁକ୍ତ ପଟ୍ଟନାୟକ ଢେ଼ଙ୍କାନାଳ ଜିଲ୍ଲା ହେଡ କ୍ୱାଟର କୁ ବଦଳି…

ମହିମା ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ମହିମାଗାଦି, ତା ୧୭.୧୧  - ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରହିତ୍ୟରେ ବାଲ୍ୟ ବିବାହ, ଯୌନ ନିର୍ଯାତନା, ଶିଶୁ ଶ୍ରମିକ ଏବଂ ମାନବ ଚାଲାଣ ସମ୍ପର୍କୀୟ ଆଲୋଚନା +୨ ଛାତ୍ରଛାତ୍ରୀ ଏବଂ +୩ ଛାତ୍ରଛାତ୍ରୀ ମାନଙ୍କୁ…

ମହିମା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟ କ୍ରମ

ମହିମାଗାଦି, ୧୭/୧୧-  ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନକ ଭୋଟର ଲିଷ୍ଟ ରେ ପଞ୍ଜୀକରଣ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।…

୫୩ ନଂ ଜାତୀୟ ରାଜପଥରେ ଟିପର – ବାଇକ୍ ଧକ୍କା ଜଣେ ମୃତ, ଦୁଇ ଗୁରୁତର ।

ଢେଙ୍କାନାଳ: ଡ଼ୁବୁରୀ - ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ର କାମାକ୍ଷା ନଗର ଥାନା ଅନ୍ତର୍ଗତ ଜିରିଡାମାଳି - ମାଳପୁରା ବାଇପାସ୍ ଛକ ନିକଟରେ ଏକ ଆଇରନ ବୋଝେଇ ଟିପର ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର…

ଜାତୀୟ ପ୍ରେସ ଦିବସ ପାଳିତ:”କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ “ଶୀର୍ଷକ ଆଲୋଚନା ଚକ୍ର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ରେ ଜାତୀୟ ପ୍ରେସ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ମୁନିସିପାଲିଟି ଅଡିଟୋରିୟମରେ ଜାତୀୟ ପ୍ରେସ ଦିବସ ତଥା "କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ "ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ…