Take a fresh look at your lifestyle.
Browsing Category

ଜିଲ୍ଲା ଖବର

କପିଳାସ ମହୋତ୍ସବ ୨୦୨୩ ଉଦଘାଟିତ

ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୧ବର୍ଷ ପୂର୍ତ୍ତି ଅବସରରେ ୫ମ କପିଳାସ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଅତିଥିମାନଙ୍କ ଦ୍ୱାରା ମଶାଲରେ ଅଗ୍ନି ସଂଯୋଗ କରିଥିଲେ, ପରେ ମନ୍ଦିର ବେଢ଼ା ପରିକ୍ରମା…

ମହିମା ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ପାଳନ

ମହିମାଗାଦି, ତା ୨୪.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ଯରେ ସାମ୍ପ୍ରଦାୟିକ ସଦଭାବନା…

ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାୟତରେ କମ୍ବଳ ଓ ଚାଦର ବଂଟନ

ଢେଙ୍କାନାଳ: ସମାଜସେବୀ ତଥା ଆଇନ୍ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ସହାୟତାରେ ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାତର ବିଧବା, ଅସହାୟ, ଗରିବ ଏବଂ ବିକଳାଙ୍ଗ ମାନଙ୍କୁ ପ୍ରାୟ ୫୦୦ ଜଣଙ୍କୁ କମ୍ବଳ ଓ ଚାଦର ବଂଟନ କରାଯାଇଛି । ବଣସିଂହ ସରପଂଚ ପ୍ରମିଳା ବେହେରା ଓ ରାଧାଦେଈପୁର ପଂଚାୟତର ସରପଂଚ…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରେ ରାସ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାସ ଉତ୍ସବ ପାଳିତ ହୋଇଯାଇଛି । ଦଶମୀ ଦିନ ଅଧିବାସ ପୂଜା କରାଯାଇଥିଲା ଓ ପାଞ୍ଚ ଦିନ ଧରି ଏହି ରାସ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯିବ । ପ୍ରତେକ ଦିନ ରାତ୍ର ଧୂପ ପରେ ମଦନ ମୋହନ ରାସ ବେଦୀକୁ ବିଜେ…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ନୂତନ ବସ୍ତ୍ର ଗରୁଡ଼ ଙ୍କୁ ତୁଳସୀ ମାଳ ପୁଲ , ଖଇ , ଲୁଣ ଘିଅ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା । ପୂଜକ ମନ ସୁମନ ମିଶ୍ର , ପୂଜକ ଶ୍ରୀବତ୍ସ…

ଢେଙ୍କାନାଳ ସଦର ବ୍ଲକ୍ ଘେରିଲା ବିଜେପି

ଢେଙ୍କାନାଳ ସଦର,୧୮ା୧୧(ନି.ପ୍ର):  ଓଡିଶା ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଶନିବାର ବିଜେପି ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ଘେରାଉ କରାଯାଇଥିଲା । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ହନୁମାନ ବାଟିକାରୁ କାର୍ଯ୍ୟକର୍ତାମାନେ ଏକ ବିଶାଳ ରାଲିରେ…

ଗଁନ୍ଦିଆ ବ୍ଲକ ରେ ବିଜେପି ର ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ

ଗଁନ୍ଦିଆ ୨୧/୧୧ - ଢ଼େଙ୍କାନାଳ ବିଜେପି ପକ୍ଷରୁ ଆଜି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ ପ୍ରଦର୍ଶନ କରାଯାଇଛି। ପ୍ରାୟ ୩ହଜାର ରୁ ଉର୍ଦ୍ଧ ନେତା ଓ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଦଳ ପକ୍ଷରୁ ସମସ୍ତେ ଗଁନ୍ଦିଆ କଲେଜ…

ରସି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ:ପ୍ରେମିକ ମୃତ ପ୍ରେମିକା ଗୁରୁତର

ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ, ଗୁରୁତର ପ୍ରେମିକା ଡାକ୍ତରଖାନାରେ ଭର୍ତ୍ତି ଢେଙ୍କାନାଳ ସଦର:ପ୍ରେମ କୁ ନେଇ ଢେଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା । ବେକରେ ରସି ଲଗାଇ ଗଛ ରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଗୁରୁତର ହୋଇଛନ୍ତି।…

ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ରସାୟନ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିୟୋଜନ…

(ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେଜାତୀୟ ସମ୍ପାନ) ଢେଙ୍କାନାଳ - ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ରସାୟନ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିୟୋଜନ ପାଇଁ ଉପଯୁକ୍ତ କରିବ ବୋଲି ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଟିତ ଜାତୀୟ…

ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ

ଢେଙ୍କାନାଳ: ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ୱାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସ୍ୱାଭିମାନୀ…