Browsing Category
ଜିଲ୍ଲା ଖବର
ଜୈବିକ ଖତ ସାର ପ୍ରସ୍ତୁତି ଓ ପ୍ରୟୋଗ ତାଲିମ
ଢେଙ୍କାନାଳ: ଓଡାପଡା ବ୍ଲକ ଇନ୍ଦିପୁର ପଞ୍ଚାୟତରେ ଢେଙ୍କାନାଳ କୣଷକ ଉତ୍ପାଦକ କଂପାନୀ , କାଇମାଟି ତରଫରୁ ଜୈବିକ ଖତ ସାର ପ୍ରସ୍ତୁତି ଓ ପ୍ରୟୋଗ ତାଲିମ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ କୣଷି ଯୋଜନା ଅଧିକାରୀ ତୁଷାରକାନ୍ତ ସାହୁ ଯୋଗଦେଇ ବିହନ ବିଶୋଧନ ପାଇଁ…
ଆଇଆଇଏମସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ନଅଙ୍କ ଦୁର୍ଭିକ୍ଷ ସମୟରେ ଜନସାଧାରଣଙ୍କ ଦୁର୍ଦ୍ଦଶା ପ୍ରଶାସନଙ୍କ ଦୃଷ୍ଟିକୁ ଆଣିବା, ଓଡ଼ିଆ ଭାଷା ଆନ୍ଦୋଳନ ଏବଂ ସ୍ୱାଧୀନତା ସଂଗ୍ରାମରେ ଜନମତ ସୃଷ୍ଟି କରିବାରେ ଏହି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ବସୁଧା ଫାଉଣ୍ଡେସନ ପକ୍ଷରୁ ବର ଏବଂ ଅସ୍ୱସ୍ଥ ଚାରା ରୋପଣ
ଢେଙ୍କାନାଳ: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଢେଙ୍କାନାଳର ସାମାଜିକ ସଂଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର ଓ ଅଶ୍ୱତ୍ଥ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏହି ଅଭିଯାନ ଅନ୍ତର୍ଗତ ଜିରାଳ ଗ୍ରାମରେ ସଂଗଠନର କର୍ମୀ ରାଜକିଶୋର ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଖାଲି…
ଯୋଜନାର ଉପଲବ୍ଧି ଲୋକମାନଙ୍କ ନିକଟରେ ପହଁଚାଇବା ଉପରେ ଆଲୋକପାତ
ଢେଙ୍କାନାଳ ( ଜ୍ଞାନ ରଞ୍ଜନ ଶତପଥି ): ପଣ୍ଡିତ ଦିନ୍ଦୟାଲ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଢେଙ୍କାନାଳ ଜିଲ୍ଲା ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ବର୍ଗ ସ୍ଥାନୀୟ ଏସ୍ଏନ୍ଇକୋ ରିସୋର୍ଟ ଧିରପାଟଣା ଠାରେ ଉଦ୍ୟାପିତ ହୋଇଯାଇଅଛି ।
ଜିଲ୍ଲା ସଭାପତି ରାସ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ମୋ ଝିଅକୁ ହତ୍ୟା କରାଯାଇଛି
ଯୋରନ୍ଦା : ଢେଙ୍କାନାଳ ଜିଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗାଁରେ ଜଣେ ମହିଳାଙ୍କର ସନେ୍ଦହ ଜନକ ମୃତୁ୍ୟ ହୋଇଛି । ମୃତ ମହିଳା ହେଉଛନ୍ତି ଗାଁର ଜଗନ ରାଉତଙ୍କ ପତ୍ନୀ ପୂଜାରାଣୀ ସ୍ୱାଇଁ (୨୫) ବୋଲି ଜଣାପଡିଛି । ପୂଜାରାଣୀଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ହତ୍ୟା କରି…
ଦଳିତ ଯୁବକଙ୍କୁ ଗୃହରକ୍ଷୀଙ୍କ ମାଡ, ଗିରଫ ଦାବୀରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଗ୍ରାମବାସୀ
ଢେଙ୍କାନାଳ : ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବଉଳପୁର ଗାଁରେ ଜଣେ ଦଳିତ ଛାତ୍ରଙ୍କୁ ଜଣେ ଗୃହରକ୍ଷୀ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଗୃହରକ୍ଷୀଙ୍କ ବିରୁଦ୍ଧରେ ତୁରନ୍ତ ଗିରଫ କରିବା ପାଇଁ ଆଜି ଶତାଧିକ ଗ୍ରାମବାସୀ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବୀ କରିଛନ୍ତି । ଏହି ଘଟଣା ନେଇ ବଉଳପୁର…
ଗଣେଶ ବଜାର ପକ୍ଷରୁ ମାଣବସା ଗୁରୁବାର ମହୋତ୍ସବ
ଢେଙ୍କାନାଳ,୪ା୧୨: ଢେଙ୍କାନାଳ ସହରର ଏକ ଅଗ୍ରଣୀ ପୂଜା ଅନୁଷ୍ଠାନ ଗଣେଶ ବଜାର ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମାଣବସା ଗୁରୁବାର ମହୋତ୍ସବ ପାଳନ କରାଯାଇଛି । ଚଳିତ ବର୍ଷ ଏହି ଗୁରୁବାର ମହୋତ୍ସବ ୭୫ ବର୍ଷରେ ପହଂଚି ଥିବାରୁ ଅନୁଷ୍ଠାନ ପକ୍ଷରୁ ଏକ ଭଜନ ସନ୍ଧ୍ୟାର କାଯ୍ୟକ୍ରମ…
ବିଶ୍ୱନାଥ ଦାସ ଢେଙ୍କାନାଳ ର ନୂଆ ମୁଖ୍ୟ ଜିଲା କୃଷି ଅଧିକାରୀ
ଢେଙ୍କାନାଳ : ଢେଙ୍କାନାଳ ମୁଖ୍ୟ ଜିଲା କୃଷି ଅଧିକାରୀ ଭାବେ ବିଶ୍ୱନାଥ ଦାସ ଯୋଗଦାନ କରିଛନ୍ତି ଓ ଶ୍ରୀ ଦାସ ଙ୍କ ଯୋଗଦାନ ପରେ କାର୍ୟ୍ୟାଳୟ ର ସମସ୍ତ କର୍ମଚାରୀ , କୃଷି ଗ୍ରାମ ସେବକ ସଂଘ ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି I
ଏଥି ପୂର୍ବ…
ଅହମଦିୟା ମୁସଲିମ ସମୁଦାୟ ପକ୍ଷରୁ ୧୧୭ତମ ଖିଲାଫତ ଦିବସ ଉଦ୍ଯାପିତ
ଢେଙ୍କାନାଳ: ସମସ୍ତ ଜଗତରେ ଶାନ୍ତି, ଭାତୃଭାବ ଓ ମାନବତାର ପ୍ରତିକ ଭାବରେ ଗଣାଯାଉଥିବା ଅହମଦିୟା ଖିଲାଫତର ୧୧୭ତମ ବାର୍ଷିକୀ ଅବସରରେ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ଏକ ଭାବଗମ୍ଭୀର ଧର୍ମ ସଭା ଅନୁଷ୍ଠିତ ହୋଇଗଲା।
୨୭ ମଇ ସନ୍ଧ୍ୟା ସମୟରେ ଆୟୋଜିତ ଏହି ଧର୍ମୀୟ…
ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ
ଢେଙ୍କାନାଳ (ପୂର୍ଣଚନ୍ଦ୍ର ସାହୁ): ଓଡିଶା ର 30 ଟି ଜିଲା ର ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଭାଗବାନ ପୁର୍ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନବମ ଦିନରେ ପ୍ରଶିକ୍ଷଣର ଭାଗ ନେଇଥିବା ଶତାଧିକ କାର୍ଯ୍ୟକର୍ତ୍ତା ବାବା ଚନ୍ଦ୍ର ଶେଖର ଙ୍କ ଦର୍ଶନ ଓ…