Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଚଉସ୍ତରୀତମ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ:ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଢେଙ୍କାନାଳ ଶାଖା ତରଫରୁ ଚଉସ୍ତରୀତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ପତାକା ଉତ୍ତୋଳନ କରିଥିଲେ। ଏହି ସମାରୋହରେ ଉପସ୍ଥିତ ଥିଲେ ସତବିପ୍ର ଭୋଇ, ଚନ୍ଦ୍ରାୟ ମାଝି, ସୌମ୍ଯ ମିଶ୍ର,…

ମହିମା ମହାବିଦ୍ୟାଳୟରେ ମତଦାତା ଦିବସ ପାଳନ

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ୧୩ ତମ ଜାତୀୟ ମତଦାତା ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୁପେ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ,…

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।

ଢେଙ୍କାନାଳ : ଜଣେ ଉଚ୍ଚକୋଟୀର ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ଭାଷାତତ୍ତ୍ବବିତ୍, ବାଗ୍ମୀ, ଆଧ୍ୟାତ୍ମିକ ପ୍ରବକ୍ତା, ଜ୍ୟୋତିର୍ବିଦ୍ ଭାବେ ଓଡ଼ିଶା ଓ ଓଡ଼ିଶା ବାହାରେ ସୁପରିଚିତ ଢେଙ୍କାନାଳ ଜିଲ୍ଲା ନିବାସୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର। ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ସେ…

ସଚ୍ଚିଦାନନ୍ଦ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ମତଦାତା ଦିବସ ପାଳିତ

ଢେଙ୍କାନାଳ:ସଚ୍ଚିଦାନନ୍ଦ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ରେ ଆଜି 25/01/2023 ରେ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ର ଉପ ଅଧକ୍ଷ ଶ୍ରୀଯୁକ୍ତ ସମରେନ୍ଦ୍ର ସିଂ ସଭାପତିତ୍ୱ କରିଥିଲେ l ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ମତଦାତା ର…

ଛୁଆହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ସଦର ବନାଞ୍ଚଳ ମହୁଲପଡା ଜଙ୍ଗଲ ମଧ୍ୟରୁ ଏକ ଛୁଆହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀମୃତ୍ୟୁ ସ୍ଥଳରେ ଦଳବଦ୍ଧ ହୋଇ ଅନ୍ୟ ହାତୀ ଜଗି ରହିଥିବାରୁ ବନବିଭାଗ ସେଠାରେ ପହଞ୍ଚି ପାରନଥିବା ଜଣାପଡିଛି । ମହୁଲପଡା…

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ

ଢେଙ୍କାନାଳ: ସଚେତନ ନାଗରିକ ଫୋରମ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର  କରିବା ସହ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ…

ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା- 2023

ଢେଙ୍କାନାଳ :ଶିକ୍ଷା ବିକାଶ ସମିତି ଓଡିଶା ମଧ୍ଯ ସମ୍ଭାଗ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା -2023' ଚାଉଳିଆ ଖମାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ଯଶାଳାରେ ଢେଙ୍କାନାଳ ଜିଲ୍ଲାରେ ପରିଚାଳିତ ମୋଟ 39 ଟି ସରସ୍ଵତୀ…

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

କୋଣାର୍କ:୨୦୨୨-୨୬ ଶିକ୍ଷାବର୍ଷ ପାଇଁ ନୂତନ ଭାବେ ଆସିଥିବା ପ୍ରଥମ ବର୍ଷର କଳା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଓ ସ୍ୱାଗତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଶିଳ୍ପୀ ଚନ୍ଦ୍ରଶେଖର ମହାରଣl ଓ ଶିକ୍ଷାବିତ୍ ବିଜୟ କୁମାର ପଣ୍ଡା ଯୋଗ…

ପଞ୍ଚାୟତରାଜ ପ୍ରତିନିଧି ଙ୍କ ତ୍ରି-ଦିବସିୟ ପ୍ରଶିକ୍ଷଣ

ପରଜଙ୍ଗ : ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ତାଲିମ ଅନୁଷ୍ଠାନ ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ସହାୟତା ରେ ସ୍ବେଛାସେବୀ ସଂଗଠନ ଇଡ଼ିଅଟ ପକ୍ଷ ରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପାଣିଗେଙ୍ଗୁଟିଆ ର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଠାରେ…

ଢେଙ୍କାନାଳ ମକୁଟ ବିହୀନ ସମ୍ରାଟ ଥିଲେ ଡଃ. ବିଧାନ ମିଶ୍ର

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନ୍ଜୀବୀ ଓ ସାହିତି୍ୟକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ କବି ଓ ଲେଖକ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ…