Take a fresh look at your lifestyle.
Browsing Category

ଜିଲ୍ଲା ଖବର

ନିର୍ଭିକ ଓ ପ୍ରଭାବଶାଳୀ ସାମ୍ବାଦିକ ଥିଲେ ମନୋରଞ୍ଜନ

ଢେଙ୍କାନାଳ : ମନୋରଞ୍ଜନ ନନ୍ଦ ଜଣେ ଭଲ ସାହିତ୍ୟ ସଂଗଠକ ଓ ପ୍ରଭାବୀ ସାମ୍ବାଦିକ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବହୁତ ଖାତିର କରୁଥିଲେ ।  ସାହିତ୍ୟ ଓ ସାମ୍ବାଦିକତାକୁ ଆୟୁଧ କରି ସେ ଲୋକଙ୍କ ସମସ୍ୟାକୁ ସମାଧାନ…

କବି ହରମୋହନ ଦାଶ ଙ୍କର ଜୟନ୍ତୀ ରେ କବିତା ପାଠ

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଆୟୋଜନ ରେ ଢେଙ୍କାନାଳ ର  ଯାଉଁଳି ପୋଖରୀ ମଠ ର ପାରାୟଣ ମଣ୍ଡପ ରେ କବି ହରମୋହନ ଦାଶ ଙ୍କର 95ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି | ଫୋରମ ର  ସଭାପତି  ସୋମେନ୍ଦୁ ଶତପଥୀ ଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ  ସଂଯୋଜନା ରେ …

ଓଡାପଡାରେ ମାଣ୍ଡିଆ ରଥ : ଖାଦ୍ୟଥାଳିରେ ମାଣ୍ଡିଆ ସାମିଲ କରିବା ଜରୁରୀ

ଢେଙ୍କାନାଳ : ଓଡାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ସଚେତନତା ରଥ ୪ ଦିନିଆ ମାଣ୍ଡିଆ ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମ କରି ସଚେତନତା ସୃଷ୍ଟି କରିଛି  । ଓଡିଶା ମିଲେଟ୍ ମିଶନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ୍ ପକ୍ଷରୁ ଆୟୋଜିତ ଏହି ରଥକୁ ଓଡାପଡା ପଞ୍ଚାୟତ ସମିତିର…

ସଘନ ପଦ୍ଧତି ରେ କମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା  ଓଡାପଡା  ବ୍ଲକ ଅନ୍ତର୍ଗତ ଇନ୍ଦିପୁର  ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟର ସଭାଗୃହ ଠାରେ ଗତ ଗୁରୁବାର ପୁର୍ବାହ୍ନରେ  ସଘନ ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଦୁଇଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ  ହୋଇ ଯାଇଛ। ଓଡ଼ିଶା ମିଲେଟ୍ ମିଶନ ଏବଂ…

ବିକାଶ ଧାରାରେ ସାମ୍ବାଦିକମାନେ ସାମିଲ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ

ଢେଙ୍କାନାଳ: ଆଜି ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାକୁ ସୁଦୃଢ କରିବାରେ…

ମୂର୍ତ୍ତିକା ସଂରକ୍ଷଣ ସହିତ ଏହାର ସୁପରିଚାଳନା ଉପରେ ବିଷଦ ଭାବରେ ଆଲୋକପାତ

ଢେଙ୍କାନାଳ :  କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ତଥା କୃଷି ବିଭାଗ ର ମିଳିତ ଆନୁକୁଲ୍ୟ ସୋମବାର ଦିନ କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ବିଶ୍ଵ ମୂର୍ତ୍ତିକା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେଜିଲ୍ଲା ପରିଷଦ ସଭାପତି  ଅର୍ଚନା ପୁହାଣ, ଜିଲ୍ଲାପାଳ ମହୋଦୟ  ସରୋଜ କୁମାର…

ଗଡ଼ପଳାଶୁଣି ଗାଁର କୁନି ପାତ୍ର ନଡାହସ୍ତ ଶିଳ୍ପ ରେ ପାଇଲେ ଜାତୀୟ ପୁରସ୍କାର

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗ୍ରାମର ରଞ୍ଜନ ବେହେରାଙ୍କ ପତ୍ନୀ କୁନି ପାତ୍ର ନଡ଼ାହସ୍ତ ଶିଳ୍ପ ପାଇଁ ପାଇଲେ ଜାତୀୟ ପୁରସ୍କାର ।କୁନି ନଡାରୁ ଜ୍ଞାନ କୌଣସିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଇଥିଲେ ।ଆଦିବାସୀ…

ଆରୋଗ୍ୟମ୍ ଯୋଗ ଏବଂ ୱେଲ୍- ଫେୟାର ଆସୋସିଏସନ୍ ଦ୍ୱାରା  ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତ  କୋଇଲିପଙ୍ଗି ଗ୍ରାମସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ କଲେଜ ପରିସରରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ବିଶ୍ୱ ଏଡ଼ସ୍  ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ପ୍ରଯ୍ୟାୟ…

ଶିଶୁମାନଙ୍କର ଚରିତ୍ର ଗଠନରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ର ଚତୁର୍ଥ ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବ ସହରର ପୁରୁଣା ଜିଲ୍ଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି ।  ଉଦ୍ୟାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ…

ସଙ୍କୁଳ ସ୍ଥରୀୟ ବିଦ୍ବତ୍ ପରିଷଦ ଆଲୋଚନା ଚକ୍ର

କୋଣାର୍କ :ସରସ୍ବତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ନିମାପଡା ସଂକୁଳର ୭ଟି ସରସ୍ବତୀ ଶିଶୁ ମନ୍ଦିର ବିଦ୍ବତ ମାନଙ୍କୁ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଷିରୋଦ ଚନ୍ଦ୍ର ରାୟମହାପାତ୍ର, ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ…