Browsing Category
ଜିଲ୍ଲା ଖବର
ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ଗାଦିପୀଠ ମହିମାଗାଦି ସମାସ୍ୟା
ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଭୁକ୍ତ ଯୋରନ୍ଦା ମହିମାଗାଦିପୀଠରେ ମହିମାଗାଦି ମଠ, ମନ୍ଦିର ଭଙ୍ଗା କାରଣରୁ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଥିବା କାରଣରୁ ଅଦ୍ୟ ମହିମାଗାଦି ମଠର ଅଂଚଳବାସୀ, ସାଧୁଭକ୍ତ, ମହିମା ସନ୍ୟାସୀ ଓ ଜନସାଧାରଣ ମହାମହିମ ରାଷ୍ଟ୍ରପତିଙ୍କୁ ଢେଙ୍କାନାଳ…
DCC play ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ
ଢେଙ୍କାନାଳ: ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ DCC play ସ୍କୁଲ ଏବଂ ଓଁ ସରସ୍ବତୀ ଶିଶୁମନ୍ଦିର ଦ୍ୱାରା 74 ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି, ମୁଖ୍ୟ ଅତିଥିଭାବେ IIMC ରେ ପଢିଥିବା ତଥା ପ୍ୟାଡ଼ women ଭାବେ ପରିଚିତା ମହିଳା ସମାଜସେବୀ ଅଙ୍କିତା ସାହୁ ଗଣତନ୍ତ୍ରର ତର୍ଜମା…
ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଶାଖାର ୨୭ତମ ଇ-ପାଠଚକ୍ର ଅନୁଷ୍ଠିତ
ଢେଙ୍କାନାଳ : ଗତ ବୁଧବାର ଆଭାସି ମଂଚରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଶାଖାର ୨୭ତମ ଇ-ପାଠଚକ୍ର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଡଃ ପ୍ରଫୁଲ୍ଲ କୁମାର ପାଣିଙ୍କ ସଭାପତିତ୍ୱରେ "ଆମ ଐତିହ୍ୟ ଆମ ସଂସ୍କୃତି' ଶୀର୍ଷକ ଆଧାରରେ ପ୍ରସଙ୍ଗ ଥିଲା । "ଖାଦ୍ୟ ତେଲ ଓ ଜାତୀୟତା ଏକ…
ଡଙ୍ଗାପାଳ ଫୁଟବଲ ଖେଳ ପଡିଆ ରେ ୪ର୍ଥ ରାଜୀବଗାନ୍ଧି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି ।
ଢେଙ୍କାନାଳ:କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଂଚାୟତ ଡଙ୍ଗାପାଳ ଗ୍ରାମର ଡଙ୍ଗାପାଳ ଫୁଟବଲ ଖେଳ ପଡିଆ ଠାରେ ୪ର୍ଥ ରାଜୀବ ଗାନ୍ଧି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ…
ସାମ୍ବାଦିକ ମନ୍ଦିରକୁ ରାସ୍ତା ପାଇଁ ଜମି ଦେଲେ : ଜାତୀୟ ଦିବସ ରେ ସମ୍ବର୍ଦ୍ଧିତ ହେଲେ
ଢେଙ୍କାନାଳ :ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ବର ପୀଠରୁ ସହୀଦ ବୀର ବାଜିରାଉତ ଙ୍କ ଜନ୍ମ ପୀଠ କୁ ସଂଯୋଗ କରୁଥିବା ଭୁବନ ର ରିଙ୍ଗ ରୋଡ ର ସଂଯୋଗ ସ୍ଥଳୀ ରେ ନିହାତି ଆବଶ୍ୟକ ହେଉଥିବା ଜମି କୁ ମନ୍ଦିର କମିଟି କୁ ହସ୍ତାନ୍ତର କରାଯାଇଛି | ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ…
ଢେଙ୍କାନାଳ ଜିଲ୍ଲା ୬୬୨ ବର୍ଗ କଲେଜ୍ ସଂଘର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ୬୬୨ ବର୍ଗ ବେସରକାରୀ କଲେଜ୍ ଅଧ୍ୟାପକ ଓ କର୍ମଚାରୀ ସଂଘର ଶତାଧିକ କର୍ମଚାରୀ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ । ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ କ୍ୟାବିନେଟ୍ ନିଷ୍ପତିର…
ଶଙ୍ଖୁଆ ଉ ପ୍ରା ବିଦ୍ୟାଳୟ 74ତମ ସାଧାରଣତନ୍ତ୍ର ଦିବସ ପାଳିତ।
ଢେଙ୍କାନାଳ: ଆଜି ଶଙ୍ଖୁଆ ଉ ପ୍ରା ବିଦ୍ୟାଳୟ 74ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏହା ପରେ ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିଦ୍ୟାଳୟ ସଭାପତି ବେଣୁଧର ଷେଣ୍ଢ ପ୍ରଦାନ କରିଥିଲେ।ପରେ ଦେଶାତ୍ମବୋଧକ…
ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଜିଲ୍ଲା ବରିଷ୍ଠ ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ଆଜିର ଦିବସ…
ମହିମା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଜ୍ଜାପନ
ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ଓଡିଶା ସରକାରଙ୍କର ପ୍ରଦତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଅଛି । ଏହି ଉପଲକ୍ଷେ…
ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ :ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ପ୍ରଧାନ ଶିକ୍ଷୟିତ୍ରୀ…