Browsing Category
ଜିଲ୍ଲା ଖବର
ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ବର୍ଷ…
ଷଡ଼ଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ
ଗଁଦିଆ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶତାୟୁ ଅନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…
ବିଶିଷ୍ଟ ସମାଜବାଦୀ ଶ୍ରମିକ ନେତା ୰ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ
ଢେଙ୍କାନାଳ : ଓଡିଶାର ବିଶିଷ୍ଠ ସମାଜବାଦୀ ସଂଗ୍ରାମୀ ଶ୍ରମିକ ନେତା ୰ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ଢେଙ୍କାନାଳ ଟାଉନ୍ଠାରେ ଶତାଧିକ ଶ୍ରମିକ, ରାଜନେତା, ସମାଜସେବୀ, ଶିକ୍ଷାବିତ୍, ସାଧାରଣ ଜନତା ତଥା ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି ।…
କେନ୍ଦି୍ରୟ ଶ୍ରମିକ ସଂଗଠନମାନଙ୍କର ବୈଠକ
ଢେଙ୍କାନାଳ: ଷ୍ଟେସନ ବଜାରସ୍ଥିତ ବିକେଏମ୍ୟୁ ଜିଲ୍ଲା କାର୍ଯ୍ୟାଳ ଠାରେ ଆଜି ଶନିବାର ସମୟ ୧୨ ଘଟିକା ରେ କେନ୍ଦି୍ରୟ ଶ୍ରମିକ ସଂଘ ସମୁହକଙ୍କ ଦେଇଥିବା ଆହ୍ୱାନକୁ ସମର୍ଥନ ଜଣାଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟଳୟ ଠାରେ ହେବାକୁ ଯାଉଥିବା ୪ଟି ଶ୍ରମ…
ପଲ୍ଲିଶ୍ରୀ ମେଳା ମିଲେଟ ମିଶନର ଖାଦ୍ୟ ଷ୍ଟଲରେ ଭିଡ
ଢେଙ୍କାନାଳ : ଢେଙ୍କାନାଳ ମିନି ଷ୍ଟାଡିୟମ ରେ ପୁରୁଷ ବିଶ୍ୱ କପ ହକି ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ମହୋସôବରେ ଓଡିଶା ମିଲେଟ୍ ମିଶନର ଏକ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ଏକ କେକ୍ କାଟି ଖାଦ୍ୟ ମେଳା ଷ୍ଟଲ କୁ…
ଭୁବନ ରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତ
ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନୂଆବଜାର (ବସଷ୍ଟାଣ୍ଡ) ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର…
ମହିମା ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ
ମହିମାଗାଦି: ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା୨୮.୦୧.୨୦୨୩ ରିଖ ଡିବା ୧୧.୩୦ ଠାରୁ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ +୨ ରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଓ ଶିକ୍ଷକ ମାନଙ୍କର ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ…
ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସରସ୍ଵତୀ ପୂଜା – ଯୋଗ ଦେଲେ ଜିଲ୍ଲାପାଳ ଓ ଏସ.ପି
ଢେଙ୍କାନାଳ: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ସହ ବାଗ୍ଦେବୀ ସରସ୍ୱତୀଙ୍କ ପୂଜା ଗୋଟିଏ ଦିନରେ ହିଁ ପାଳିତ ହୋଇଥିଲା । ଏହି ଅବସରରେ ଅକ୍ଷମ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ ସହରର କୁଟୁଣିଆ ପାହାଡ ପାଦଦେଶରେ ଅବସ୍ଥିତ "ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ'ର ଛାତ୍ରଛାତ୍ରୀଙ୍କ ସହ…
ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ସ୍ୱତନ୍ତ୍ର ଶିବିର
ଢେଙ୍କାନାଳ : ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ର ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦ୍ ଯାପନ ହୋଇ ଯାଇଛି। ତା ୧୯/୦୧/୨୦୨୩ ରିଖ ଠାରୁ ଆରମ୍ଭ ହୋଇ,ତା ୨୫/୦୧/୨୦୨୩ ରିଖ ପଯ୍ୟନ୍ତ ଚାଲିଥିବା ଏହି ଶିବିର ପାଇଁ ସ୍ଥାନୀୟ ବର୍ଷଘରିଆ ଗ୍ରାମ କୁ…
ଆଇଆଇଏମ୍ସିରେ ସାଧାରଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ: ଆଜିକାଲି ଅନେକଙ୍କ ମନରେ ଦେଶକୁ ନେଇ ନକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି । ଅଧିକାଂଶ ସମୟରେ ମନ ଭିତରକୁ ପ୍ରଥମେ ନକାରାତ୍ମକ କଥା ହିଁ ଆସୁଛି । ଅନ୍ୟକୁ ଦୋଷ ଦେବାରେ ଆମେ ତତ୍ପରତା ଦେଖାଉଛୁ । ହେଲେ ଏହା ଠିକ୍ ନୁହେଁ । ସମୃଦ୍ଧ ଦେଶ ଗଠନ ପାଇଁ ସକାରାତ୍ମକ ମନୋଭାବ ମଧ୍ୟ…