Take a fresh look at your lifestyle.
Browsing Category

ଜିଲ୍ଲା ଖବର

କୋଇଲା ଟ୍ରକ ସହ ଚାଳକ ଜଳିଗଲେ

ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ର ବଡଝରା ଗ୍ରାମ ନିକଟ ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ପଖରେ ସୋମବାର ସନ୍ଧ୍ୟାରେ ଏକ ଓଡ଼ି ୩୫ ସି ୦୪୩୬ ନଂ ବିଶିଷ୍ଟ ୧୨ ଚକିଆ କୋଇଲା ବୁଝେଇ ଟ୍ରକ ଭାରଶ୍ୟାମ ହରାଇ ରାସ୍ତାର ବାମ ପାର୍ଶ୍ଵ କୁ ଉଲଟି ପଡ଼ିବାରୁ ଗାଡ଼ିର…

ମହାମାୟୀଙ୍କ ତୃତୀୟ ବାର୍ଷିକୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସହର ଅନ୍ତର୍ଗତ ଆନନ୍ଦନଗରସ୍ଥିତ ରଗଡିସାହି ଠାରେ ମା' ମହାମାୟୀଙ୍କର ତୃତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମା'ଙ୍କର ମଙ୍ଗଳ ଆଳତୀ, ମହାସ୍ନାନ, ନୂତନ ବସ୍ତ୍ର ଓ ବିଭିନ୍ନ ପୁଷ୍ପମାଳ ଅର୍ପଣ କରି ଭୋଗ ଲାଗି କରାଯାଇଥିଲା । ସକାଳ ୧୦…

ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଭୁବନ : ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସିଆରସିସି ଆନନ୍ଦ ଚନ୍ଦ୍ର ମେହେଣା ଯୋଗଦେଇ ନିୟମାବଳୀ…

ହସ୍ତଶିଳ୍ପୀ ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ ପାଇଁ ଦାବି

କୋଣାର୍କ : କୋଣାର୍କ ଟୁରିଷ୍ଟ ମାର୍କେଟ ସ୍ଥିତ କନକ ମଣ୍ଡପ ପରିସରରେ ହସ୍ତଶିଳ୍ପୀ ବ୍ୟବସାୟୀ ମହାସଂଘର ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବିଳନୀରେ ହ୍ୟାଣ୍ଡିକ୍ରାଟ କମର୍ସିଆଲ଼ ଆସୋସିଏସନ, କଳିଙ୍ଗ କମର୍ସିଆଲ଼ ଆସୋସିଏସନ,…

ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷ ରୁ ଗାନ୍ଧିଜୀ ଙ୍କ ତିରୋଧାନ ଦିବସ ପାଳିତ

ପରଜଙ୍ଗ: ବିଶ୍ୱରେ ଅଂହିସକ ଆନ୍ଦୋଳନ ଓ ବିଚାର ର ଉଦାହରଣ ହେଉଛନ୍ତି ମହାତ୍ମାଗାନ୍ଧୀ l ଗାନ୍ଧିଜୀ ଙ୍କୁ ହତ୍ୟା କରାଯାଇଥିଲେ ବି ତାଙ୍କ ବିଚାର କୁ କେହି ହତ୍ୟା କରିପାରିନାହାନ୍ତି ବୋଲି ତାଙ୍କ 75ତମ ତିରୋଧାନ ଦିବସ ରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଢେଙ୍କାନାଳ ଜିଲ୍ଲା ସର୍ବୋଦୟ…

ବାଲୁଙ୍କେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଂଚାୟତ ଅନ୍ତର୍ଗତ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ୱର ମହାବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନ ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି…

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଭୁବନ : ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଭିନ୍ନ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଭୁବନ ସତ୍ୟସାଇ ସେବା ସମିତି ( ସାଇ ମନ୍ଦିର) ପରିସରରେ ସାଂସଦ ଙ୍କ ଉନ୍ନୟନ ପାଣ୍ଠି (୧୭ ଲକ୍ଷ ଟଙ୍କା ବ୍ୟୟ) ରେ ନିର୍ମିତ ସାଇ କମ୍ୟୁନିଟି ସେଣ୍ଟର କୁ ଉଦଘାଟନ…

କୁଷ୍ଠ ସଚେତନତା ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ "ସ୍ପର୍ଶର୍ କୁଷ୍ଠ ସଚେତନତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସଦ୍ଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ…

ସିମିଳିଆ ଟୁର୍ଣ୍ଣାମେଂଟ୍ ଉଦ୍ୟାପିତ

ଢେଙ୍କାନାଳ : ଢେଙ୍କାନାଳ ସହର ନିକଟସ୍ଥ ସିମିଳିଆ ପଡିଆରେ ୧୫ ତାରିଖରୁ ଆରମ୍ଭ ହୋଇ ଆଜି ୨୯ ତାରିଖରେ ଉଦ୍ୟାପିତ ହୋଇଛି । ଆଜିର ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଉଦ୍ୟାପନୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉକ୍ରଳ ଆଜବେଷ୍ଟସ୍ର…

ଢେଙ୍କାନାଳ ଜିଲ୍ଲା କ୍ଷୁଦ୍ର ସମ୍ବାଦପତ୍ର ସଂଘର ବୈଠକ

ଢେଙ୍କାନାଳ: ଜିଲ୍ଲାରେ କ୍ଷୁଦ୍ର ସମ୍ବାଦପତ୍ର (ସାପ୍ତାହିକ-ପାକ୍ଷିକ-ମାସିକ)  ଆର୍ଥିକ ଅବସ୍ଥା ଏବଂ ପ୍ରଶାସନିକ ଅବହେଳାକୁ ନେଇ ଉପେକ୍ଷିତ ଅବସ୍ଥାରେ ପଡିରହିଛନ୍ତି । ସମ୍ବାଦପତ୍ରର ମାଲିକମାନେ ବିଭିନ୍ନ ପାରିପାଶ୍ୱର୍ିକ ଚାପର ଶୀକାର ହୋଇ ନିଜକୁ ଅସହାୟ ମନେକରୁଥିବାକୁ ଉପଲବ୍ଧି କରି…