Browsing Category
ଜିଲ୍ଲା ଖବର
ପାଣି ପଞ୍ଚାୟତ ପକ୍ଷ ପାଳିତ
ଭୁବନ : ରେଙ୍ଗାଳି ବାମକେନାଲ , ଡୁବୁରି , ଯାଜପୁର ଆନୁକୂଲ୍ୟରେ ଓ ଜଳସଂପଦ ବିଭାଗ ସହଯୋଗରେ ଭୁବନ ବ୍ଲକ ଧଳପଡା ପଂଚାୟତର ଅନଳ ଗ୍ରାମରେ ପାଣି ପଂଚାୟତ ପକ୍ଷ ପାଳିତହୋଇଯାଇଛି ।
ବିଭାଜନ ନମ୍ବର -୨ ଡୁବୁରି ଅଧିକ୍ଷଣ ଯନ୍ତ୍ରୀ ଇଂ କବି ପ୍ରସାଦ ନାଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତସମାବେଶରେଭୁବନ…
ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରି ନୈତିକ ଶିକ୍ଷା ଓ…
ଭେରୁଣିଆ ପ୍ରତିଭା ସମ୍ମାନ ୨୦୨୩
ପରଜଙ୍ଗ: ସରସ୍ବତୀ ପୂଜା ଉପଲକ୍ଷେ, ଭେରୁଣିଆ ପଲ୍ଲିଶ୍ରୀ ଯୁବକସଙ୍ଘ ତରଫରୁ ଆୟୋଜିତ ଭେରୁଣିଆ ପ୍ରତିଭା ସମ୍ମାନ ୨୦୨୩ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଏବଂ ସମ୍ମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳବେହେରା…
ଆଜି ମାଘ ମାସର ବଡ଼ ଏକାଦଶୀ ନୀତି ପାଳିତ
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ମାଘ ମାସର ବଡ ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ଚିତ୍ରକାର ଦ୍ବାରା ମୁଖ ସୀଙ୍ଗାର, ମହାସ୍ନାନ, ବସ୍ତ୍ର, ଫୁଲ ହାର,ତୁଳସୀ ହାର ଲାଗି କରାଯାଇଥିଲା।ତାପରେ ବଲ୍ହଭ ଭୋଗ, ସାଢେ଼ ଦଶଟା…
ଢେଙ୍କାନାଳ ରେ ଗଡିଲା କୃଷି ଯନ୍ତ୍ରପାତି ପ୍ରଚାର ରଥ
ଢେଙ୍କାନାଳ :ଜିଲ୍ଲାପାଳ ଙ୍କ କାର୍ଯ୍ୟlଳୟ ପରିସରରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀ ସବୁଜ ପତାକା ଦେଖାଇ କୃଷି ଯନ୍ତ୍ରପାତି ରଥର ଶୁଭ ଉଦ୍ଘାଟନ କରିଥିଲେ । ତା ୧୦.୦୨.୨୦୨୩ ରିଖ ଠାରୁ ତା ୧୩.୦୨.୨୦୨୩ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲାସ୍ତରୀୟ…
ମହିମା ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ଢେଙ୍କାନାଳ :ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ବୈକୁଣ୍ଠ ବିହାରୀ ସାହାଣି କ୍ରିଡା ଶିକ୍ଷକଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କର ସଭାପତିତ୍ଵତରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ…
ଭଲ ମଣିଷ ହୁଅ , ପିଲା ମାନଙ୍କର ଯତ୍ନ ନିଅ , ପିତା ମାତା ଙ୍କ ସେବା କର”
ଭୁବନ : ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ମିଶ୍ର , ବାଳକୃହ୍ଣ ସାହୁ , ବିଦ୍ୟାଧର ନନ୍ଦ ଙ୍କୁ ହଳଦୀ…
ନବ ଦାସଙ୍କ ବିୟୋଗରେ ବିଜେଡିର ଶ୍ରଦ୍ଧାଞ୍ଜଳି-ସଭା
ଢେଙ୍କାନାଳ: ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଦେବାଶିଷ ମିଶ୍ରଙ୍କ ପରିଚାଳନାରେ ଏକ ଶ୍ରଦ୍ଧାଞ୍ଜଳି ଓ ଶୋକସଭା…
ଶହୀଦ ଦିବସ ପାଳନ
ଢେଙ୍କାନାଳ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ତିରୋଧାନ ଦିବସରେ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ , ଉଫୁନା , ଗାନ୍ଧୀ ଦର୍ଶନ ଆଲୋଚନା ମଞ୍ଚ, ଗାନ୍ଧୀ ଅଧ୍ୟୟନ କେନ୍ଦ୍ର , ମିଳିତ ଓଡ଼ିଶା ନିଶାନି୍ୱାରଣ ସଂଘର ସଦସ୍ୟମାନେ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଏକତ୍ରିତ ହୋଇ ସହୀଦ ଦିବସ ପାଳନ କରିଥିଲେ ।…
ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ସାମ୍ବାଧାନିକ ସମ୍ମିଳନୀ
ଢେଙ୍କାନାଳ : ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ରବିବାର ଦିନ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ, ସଦର ବ୍ଲକ୍ ଶାଖାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅସିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ସଚିନ୍ କୁମାର ନାୟକ,…