Browsing Category
ଜିଲ୍ଲା ଖବର
ଭୂତଳ ପାଣିଟାଙ୍କି ଶିଳାନ୍ୟାସ
ଭୁବନ: ଭୁବନ ଏନଏସି ରେ ଗ୍ରୀଷ୍ମ ଋତୁରେ ଅର୍ଦ୍ଧାଧିକ ଓା୍ୱର୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଥାଏ । ଏଥିପାଇଁ ଅପ୍ରେଲ ମାସ ଆରମ୍ଭରୁ ଜୁନ ଶେଷ ୩ ମାସ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ ।
ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ।…
ଏୟୁସିସିବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମାର୍କଫେଡ ନିର୍ଦ୍ଦେଶକ
ଭୁବନ : ଢେଙ୍କାନାଲ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ , ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟବିତ୍ ଅଭିମନ୍ୟୁବେହେରା ଓଡଶା ରାଜ୍ୟ ସମବାୟ ବାଣିଜି୍ୟକସଂଘ (ମାର୍କଫେଡ) , ଭୁବନେଶ୍ୱର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତହୋଇଥିବାଜଣାପଡିଛି ।…
ଯୋରନ୍ଦା ମେଳା ଦିତୀୟ ଦିନ
ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଦ୍ୱିତୀୟ ଦିନରେ ସନ୍ୟାସୀ ମାନେ ଝାଡ ଦ୍ୱୀପ ପ୍ରଜ୍ଜଳନ କରିବା ସହିତ ଅଖଣ୍ଡ ଧ୍ୱନୀ ସ୍ଥାପନ ପୂର୍ବକ ବିଶ୍ୱ କଲ୍ୟାଣ ପାଇଁ ଘୃତାହୁତି ପ୍ରଦାନ କରିଛନ୍ତି । ରବିବାର ମାଘ ପୂର୍ଣ୍ଣମୀ ବା ଦେଶ ପୂର୍ଣ୍ଣମୀ ଅବସର ରେ ଗାଦି ମନ୍ଦିର ଚାରି ଦ୍ୱାର…
ଯୋରନ୍ଦା ମେଳା ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋରନ୍ଦା ମାଘମେଳା ବୁଲି ଦେଖିଛନ୍ତି । ରବିବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗାଦି ମନ୍ଦିରରେ ପହଞ୍ଚି ଗାଦିମନ୍ଦିରର ପଶ୍ଚିମ ଦ୍ୱାରରେ ପ୍ରବେଶ କରିଥିଲେ । ସେ ମନ୍ଦିର ଚାରିପାଶ୍ୱର୍ ବୁଲି ପରିକ୍ରମା…
୪ ରେ ପ୍ରସିଦ୍ଧ ଯୋରନ୍ଦା ମେଳା – ସନ୍ଧ୍ୟା ୫.୩୦ଟାରେ ଝାଡଦୀପ ଲାଗିବ
ଢେଙ୍କାନାଳ : ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ମହିମାଗାଦିରେ ଆରମ୍ଭ ହେଉଛି । ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁସଂଖ୍ୟାରେ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବ୍ୟବସାୟୀମାାନ ଯୋରନ୍ଦା ରେ ପହଞ୍ଚିବାରେ ଲାଗିଛନ୍ତି । ସମାଗମରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଆଶ୍ରମ…
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଗସ୍ତ ପାଇଁ ଢେଙ୍କାନାଳ
ଢେଙ୍କାନାଳ : ଆଗାମୀ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଠାରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କର ଏକ ସମ୍ମିଳନୀରେ ଯୋଗଦେବା ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲା…
ଅନନ୍ତ ଆଶ୍ରମ ୬୬ ତମ ବ୍ରହ୍ମଯଜ୍ଞ ପାଳିତ
ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୩ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ…
ନରେଶ କୁମାର ମହାରଣାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାମାକ୍ଷାପ୍ରସାଦ ଇଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।…
କ୍ରୀଡା ପ୍ରତିଯୋଗିତା ଓ ରକ୍ତ ବର୍ଗୀକରଣ
ଢେଙ୍କାନାଳ : ଓଡିଶାର ବିଶିଷ୍ଟ ସମାଜସେବୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସପ୍ତଶଯ୍ୟା ପଞ୍ଚାୟତର କମନିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଅଙ୍କ ଦୌଡ, ଅଖା ଦୌଡ, ବାଟିଚାମଚ ଦୌଡ, ମ୍ୟୁଜିକ୍ ଚେୟାର ଓ ଦଉଡିଡିଆଁ ଆଦି ପ୍ରତିଯୋଗିତାର ଆୟୋଜନ…
ମା ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ
ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ "ମା ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ" ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ…