Take a fresh look at your lifestyle.

ଏୟୁସିସିବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମାର୍କଫେଡ ନିର୍ଦ୍ଦେଶକ

0 47

Get real time updates directly on you device, subscribe now.

ଭୁବନ : ଢେଙ୍କାନାଲ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ , ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟବିତ୍ ଅଭିମନ୍ୟୁବେହେରା ଓଡଶା ରାଜ୍ୟ ସମବାୟ ବାଣିଜି୍ୟକସଂଘ (ମାର୍କଫେଡ) , ଭୁବନେଶ୍ୱର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତହୋଇଥିବାଜଣାପଡିଛି ।

ଏହିଘଟଣା ଜଣାପଡିବା ପରେ ସମଗ୍ର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀଯୁକ୍ତ ବେହେରା ପର୍ଜଙ୍ଗ , କଙ୍କଡାହାଡ ଓ ଭୁବନ ବ୍ଲକକୁ ନେଇ ଗଠିତ ୧୮ ନମ୍ବର ଭୁବନ ଜୋନ ନିଦେ୍ର୍ଦଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ପରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟଖଣି , ଇସ୍ପାତଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲକୁମାରମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଶ୍ରୀଯୁକ୍ତ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ମାନ୍ୟବରମନ୍ତ୍ରୀଶ୍ରୀଯୁକ୍ତ ପ୍ରଫୁଲ୍ଲକୁମାର ମଲ୍ଲିକ ଓ ପର୍ଜଙ୍ଗ ବିଧାୟକଡା. ନୃସିଂହ ଚରଣ ସାହୁ ଙ୍କ ଯୋଗୁ ତାଙ୍କର ବିଜୟ ହୋଇଛି ।

ଶ୍ରୀଯୁକ୍ତ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣୀତହୋଇବିଜୁଜନତା ଦଳର ଜଣେ ସକ୍ରିୟକର୍ମୀ ଭାବେ ଦୀର୍ଘ ୨୫ ବର୍ଷହେଲା କାମ କରୁଛନ୍ତି ଓ ଏହା ପୂର୍ବରୁ ଅନୁଗୁଳ ସଂଯୁକ୍ତ କେନ୍ଦ ୍ରସମବାୟ ବ୍ୟାଙ୍କଲିଃ ରେ ମଧ୍ୟ ନିର୍ଦ୍ୱନ୍ଦରେ ନିଦେ୍ର୍ଦଶକ ଭାବେ ନିର୍ବାଚିତ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.